camera man Raju Nayak death anniverssary held at kandhamala

କ୍ୟାମେରା ମେନ ସ୍ୱାର୍ଗତ ରାଜୁ ନାୟକଙ୍କ ଶ୍ରାଦ୍ଧ ଦିବସରେ ଘରକୁ ଛୁଟିଲା ସହାୟତାର ସୁଅ

 24-08-2020

କନ୍ଧମାଳ - ଫୁଲବାଣୀରେ ସ୍ୱର୍ଗତ ରାଜୁ ନାୟକଙ୍କ ଦ୍ୱାଦଶାହ ଦିବସ ତାଙ୍କ ଘରେ ପାଳିତ ହୋଇଛି । ଏଥିରେ ଜିଲ୍ଲାର ଅଧିକାଂଶ ଗଣମାଧ୍ୟମ ପ୍ରତିନିଧି ମାନେ ସେଠାରେ ପହଂଚିବା ସହିତ ତାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହିତ ସ୍ୱାର୍ଗତ ରାଜୁଙ୍କ ପରିବାରକୁ ବିଭିନ୍ନ ଗଣମାଧ୍ୟମ ଅନୁାନ,ସଂଗଠନ, ପ୍ରେସକ୍ଳବ ସମେତ ଅନ୍ୟ ସ୍ୱେଛାସେବୀ ଅନୁାନ ଗୁଡିକର...

ONE DEAD DUE TO ELECTRIC CORENT WHILE PAINTING

ଘରେ ରଙ୍ଗ ଦେଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କର ମୃତ୍ୟୁ ଫୁଲବାଣୀରେ କଣ୍ଟେନମେଣ୍ଟ ଜାରୀ ହୋଇଥିବାବେଳେ ଘରେ ରଙ୍ଗ ଦେଉଥିଲେ ଘର ମାଲିକ

 23-07-2020

ଫୁଲବାଣୀରେ ଥିବା ଅମଲାପଡାଠାରେ ଜଣେ ଲୋକଙ୍କର ଘରକାନ୍ଥରେ ରଙ୍ଗ ଦେଉଥିବାବେଳେ ନିକଟରେ ଥିବା ୧୧ କେଭି ବିଦୁ୍ୟତ ସଂସ୍ପର୍ଶରେ ଆସି ରଙ୍ଗଦେଉଥିବା ଜଣେ ଶ୍ରମିକର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ସୁଚନା ଅନୁସାରେ ଆଜିଠାରୁ ଫୁଲବାଣୀ ପୌରାଂଚଳକୁ ଜିଲା ପ୍ରଶାସନ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ହୋଇଥିବାବେଳେ ସକାଳ ପ୍ରାୟ ୯ଟା ସମୟରେ ଅମଲାପାଡା ରାସ୍ତାର...

ଫୁଲବାଣୀ ସହରରେ ୪ ଲେନ୍ ବିଶିଷ୍ଟ ବାଇପାସ୍ ନିର୍ମାଣ ଦାବୀ

 16-06-2020

କନ୍ଧମାଳ, ୧୬ ଜୁନ୍ - ଫୁଲବାଣୀ ସହରରେ ଦିନକୁ ଦିନ ଗାଡିମଟର ସଂଖ୍ୟା ବଢିବା ସହ ଭଙ୍ଗା ଦଦରା ଗାଡି ସବୁ ବର୍ଷ ବର୍ଷ ଧରି ରାସ୍ତାକଡରେ ପକାଇ ରଖିବା, ତାସାଙ୍ଗକୁ ଦୋକାନ ବଜାର କରିବା ଫଳରେ ମାଦିକୁନ୍ଦା ଛକରୁ ଗାନ୍ଧୀଛକ ଯାଏଁ ବାଇପାସ ରାସ୍ତା ସର୍ବଦା ଜାମ୍ ରହୁଛି. ଯିବା ଆସିବା ମଧ୍ୟ ମୁସ୍କିଲ ହୋଇପଡୁଛି. ଏହି ରାସ୍ତାରେ ବହୁ ସ୍କୁଲ, ମହିଳା ମହାବିଦ...

ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଦୋକାନ ଖୋଲିବା ସମୟସୀମା କମିବ

 15-06-2020

କନ୍ଧମାଳ - କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ । ଏପଟେ ଲୋକେ ଦୋକାନ ବଜାରରେ ନା ସାମାଜିକ ଦୂରତା ରକ୍ଷା କରୁଛନ୍ତି ନା ବାହାରକୁ ବାହାରିଲେ ମାସ୍କ ପିନ୍ଧୁଛନ୍ତି । ଖୋଲାଖୋଲି ଭାବେ ସହରର ଉଚ୍ଚ ସ୍ଥାନ ମାନଙ୍କରେ ଅମାନିଆ ଯୁବକ ଯୁବତୀ ମାନେ ଚା ପାନ ଦୋକାନରେ ଅଯଥା ଗୁଲିଖଟି ବି କରୁଛନ୍ତ...