Anugul juvenile delinquency case: Defendant sentenced to 12 years in prison

ଅନୁଗୁଳ ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୨ ବର୍ଷ ଜେଲ୍

 24-12-2020

ଅନୁଗୁଳ, ୨୪ ଡ଼ିସେମ୍ବର- ଅନୁଗୁଳ ଜିଲ୍ଲା କରଡ଼ା ଗ୍ରାମରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ଅନିଲ ଦାସକୁ ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଏହି ଘଟଣା ଘଟିଥିଲା । ମାମଲା କୋର୍ଟରେ ବିଚାରାଧିନ ରହିଥିଲା । କୋର୍ଟ ପୂର୍ବରୁ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲ...

pallahara - Road accident near Dalo Dhaka .

ପାଳଲହଡା : ଡାଲୋ ସରବେଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଜଣେ ଗୁରୁତର ଜଣେ ଆହତ ।

 14-12-2020

ପାଳଲହଡା : ଡାଲୋ ସରବେଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଜଣେ ଗୁରୁତର ଜଣେ ଆହତ । ସୁବ୍ରତ କୁମାର ଦାଶ ପାଳଲହଡା : 49 ନମ୍ବର ରାଜପଥ ଠାରୁ ଦୁଇ କିଲୋମିଟର ଦୁର ଡାଲୋ ଗାଁ ନିକଟସ୍ଥ ସରବେଡା ଛକ ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା , ଜଣେ ଗୁରୁତର ଜଣେ ଆହତ , ଉଭୟ ପାଳଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣା ପଡିଛି ।...

Pallahara - Road accident at 49 NH 49 Muktapur gaon. 102 ambulance driver death on spot

ପାଳଲହଡା - 49 ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଗାଁ ନିକଟରେ ଦୁର୍ଘଟଣା , ଟ୍ରାକ କୁ ଧକ୍କା ଦେଲା 102 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ଡ୍ରାଇଭର ମତ ।

 05-11-2020

ପାଳଲହଡା - 49 ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ଟ୍ରାକ କୁ ଧକ୍କା ଦେଲା 102 ଆମ୍ବୁଲାନ୍ସ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ମୃତ । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ପାଳଲହଡା ମୁକ୍ତାପୁର ଗାଁ ନିକଟରେ । ଖବରରୁ ଜଣାଯାଏ 102 ଆମ୍ବୁଲାନ୍ସ ଟି ପାଳଲହଡା ମେଡିକାଲ ରୁ ସକାଳ 9 ଘଟିକା ସମୟରେ କୈଣସି ରୋଗୀ କୁ ଆଣିବା ପାଇଁ ବାହାରି କନ୍ତଳା...

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

 04-11-2020

ଅନୁଗୋଳ, ୪ ନଭେମ୍ବର :-- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟରସରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସ କଟକ ଡ଼ିଭିଜନ୍ ଏସପି ଶଶିଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ଉ ଜାରୀ ରହିଛି । ବସ୍ତିଆଙ୍କ ନିଆଳିର ସିଠାଳୋସ୍ଥି...