BIG NEWS
ଆଜିବନ ଜେଲ ଭୋଗୁଥିବା ୫ ଜଣ କଏଦୀ ମୁକ୍ତ

ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତଙ୍କ ପରଲୋକ

 17-06-2020

ଭୁୁବନେଶ୍ୱର, ୧୭ ଜୁନ । ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତଙ୍କ ହାର୍ଟ ଆଟାକ କାରଣରୁ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ତାଙ୍କ ପୁଅ ଏହି ସୂଚନା ଦେଇଛନ୍ତି ।...

ଭାଲୁ ଆକ୍ରମଣରେ ୫ ଗୁରୁତର

 05-06-2020

ବାଲେଶ୍ୱର, ୫ ଜୁନ୍ - ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅନ୍ତର୍ଗତ ବାଉଁଶ ଗଡ଼ିଆ ପଚାଂୟତର ଟଣକା ଅଂଚଳରେ ଆଜି ଭୋରରୁ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ନୀଳଗିରି ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ ରହିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଚାପା ଉତେଜନ...

ସଙ୍ଗରୋଧ କେନ୍ଦ୍ରରେ ପ୍ରସୂତୀଙ୍କୁ ଅବହେଳା ପ୍ରସଙ୍ଗ ରାଜ୍ୟ ମାନବାଧିକାର କମିଶନରେ ମାମଲା ରୁଜୁ

 27-05-2020

ବାଲେଶ୍ବର ହସ୍ପିଟାଲ, ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ରାସଗୋବିନ୍ଦପୁର ବିଡିଓଙ୍କ ଅବହେଳାକୁ ନେଇ ମାମଲା ଦାୟର ବାରିପଦା,27 ମଇ : ଗୁଜୁରାଟର ଏକ ଗ୍ରୀନ୍ଜୋନ ଅଞ୍ଚଳରୁ ଆସିଥିଲେ ମଧ୍ୟ ୨୪ ଘଣ୍ଟା ପର୍ୟ୍ୟନ୍ତ ପାଇନଥିଲେ ସ୍ବାସ୍ଥ୍ୟସେବା ପାଇନଥିଲେ ପ୍ରସବ ଯନ୍ତ୍ରଣାରେ ପୀଡ଼ିତା ମହିଳା। ଚିକିତ୍ସାରେ ବିଳମ୍ବ କାରଣରୁ ଦୁଇ ମୃତ ଶିଶୁପ...

Reverts to the bus: ୪ expatriate worker Serious

ଓଲଟିଲା ବସ୍ : ୪ ପ୍ରବାସୀ ଶ୍ରମିକ ଗୁରୁତର

 21-05-2020

ବାଲେଶ୍ୱର, 21 ମଇ - ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବସ୍ ରେ ଯାତ୍ରା କରୁଥିବା ୪ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ସୂଚନା ଅନ...