Breaking News
Road block by farmer

ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା : ଟୋକନ୍ ମିଳୁନି, ଧାନ ବିକ୍ରୀ କରିପାରୁନାହାଁନ୍ତି ଚାଷୀ : ପ୍ରତିବାଦରେ ରାସ୍ତା ଅବରୋଧ

 21-01-2020

ବରଗଡ଼, 21 ଜାନୁଆରୀ : ଟୋକନ୍ ପାଇନଥିବାରୁ ମଣ୍ଡିରେ ଧାନ ବିକ୍ରୀ କରିପାରୁନାହାଁନ୍ତି । ଯାହାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଂଚଳର ଚାଷୀ । ଉତ୍ୟକ୍ତ ଚାଷୀ ବଏସନା ରୋଡ଼ ଲାଖମରା କଲେଜ ଛକରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାତାୟାତ ପ୍ରଭାବିତ ହୋଇଛି...

ଡ଼୍ରେନ୍ ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

 15-12-2019

ବରଗଡ଼, 15 ଡ଼ିସେମ୍ବର : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଶାସ୍ତ୍ରୀ ଛକ ନିକଟରେ ଥିବା ଡ଼୍ରେନ୍ ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଆବଶ୍ୟକ ଚିକିତ୍ସା ପରେ ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ କିଏ, କାହିଁକି ତାକୁ ଏପରି ଅବସ୍ଥାରେ ଏଠାରେ ଫିଙ୍ଗି ଚାଲିଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ...

Elephant dead in Electric shoc

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

 10-12-2019

ବରଗଡ଼, ୧୦ ଡ଼ିସେମ୍ବର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଗଙ୍ଗେଇ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଜମିରେ ହାତୀଟି ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି । ଉକ୍ତ ଜମି ଦେ...

Fake Tehsildar arrested

ବରଗଡ ଜିଲ୍ଲାରେ ନକଲୀ ତହସିଲଦାର ଗିରଫ

 02-12-2019

ଭୁବନେଶ୍ୱର, 02 ଡିସେମ୍ବର - ନିଜକୁ ତହସିଲଦାର ବୋଲି କହି ଟ୍ରାକ୍ଟର ମାଲିକଙ୍କ ଠାରୁ କଥିତ ଭାବେ ଟଙ୍କା ନେଇଥିବା ଜଣେ ନକଲୀ ତହସିଲଦାରକୁ ବରଗଡ ଜିଲ୍ଲା ପୋଲିସ ଗିରଫ କରିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ପୃଥ୍ୱୀରାଜ ନାମକ ଜଣେ ବ୍ୟକ୍ତି ନିଜକୁ ତହସିଲଦାର ବୋଲି କହି ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ୨୩ ହଜାର ଟଙ୍କା ନେଇଥି...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in