sangi re buhahela brudha

ଗାଁକୁ ଗଲାନାହିଁ ଗାଡି, ସାଙ୍ଗୀରେ ବୁହାହୋଇ ଚିକିତ୍ସା ହେବାକୁ ଗଲେ ବୃଦ୍ଧା

 08-08-2020

ଭଦ୍ରକ 8 ଅଗଷ୍ଟ : ଆଜି ପୁଣି ଥରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍ର ବିକାଶର ଏକ ନଗ୍ନ ଚିତ୍ର ପଦାରେ ପଡିଛି। ଗାଁ ରାସ୍ତା ମାଟି କାଦୁଅ ପଚପଚ ହେଉଥିବାରୁ କୌଣସି ଚାରିଚକିଆ ଗାଡି ନଯିବା ଫଳରେ ବାଧ୍ଯହୋଇ ଜଣେ ୭୦ ବର୍ଷର ବୃଦ୍ଧାଙ୍କୁ ସାଙ୍ଗୀ ଦୋଳିରେ ବୁହା ହୋଇ ଡାକ୍ତରଖାନା ପର୍ଯ୍ୟନ୍ତ ନେଇଛନ୍ତି ତାଙ୍କ ପରିବାର ଲୋକେ। ଏଭଳି ଏକ ଅଭାବନୀୟ ତଥା ସମ୍ବେଦନଶୀଳ...

ନାଲୁଗୁଣ୍ଡା ରେଭିନ୍ୟୁ ସର୍କଲରେ ପାଉତି ଜାଲିଆତି ମାମଲା : ରାଜସ୍ବ ନିରୀକ୍ଷକଙ୍କୁ ବହିଷ୍କାର ଆଦେଶ ଖାରଜ

 08-08-2020

ଭଦ୍ରକ 8 ଅଗଷ୍ଟ : ଚାନ୍ଦବାଲି ବ୍ଲକର ନାଲୁଗୁଣ୍ଡା ରେଭିନ୍ୟୁ ସର୍କଲରେ ସଂଘଟିତ ପାଉତି ଜାଲିଆତି ମାମଲାରେ ବହିଷ୍କୃତି ରାଜସ୍ବ ନିରୀକ୍ଷକ (ଆର୍ଆଇ) ବିକାଶ ଦାସଙ୍କୁ ପୁନଃ ନିଯୁକ୍ତି ମିଳିଛି। କେନ୍ଦ୍ରାଳ ରାଜସ୍ବ କମିଶନରଙ୍କ (ଆରଡିସି)ଙ୍କ ନିଦ୍ର୍ଧେଶ ମତେ ଶ୍ରୀ ଦାସ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରେ େଯାଗ ଦେଇଛନ୍ତି। ପ୍ରକାଶଥାଉକି କି: ନାଲୁଗୁଣ୍ଡା ସର...

durghatana pare badhichi dukha

ଦୁର୍ଘଟଣା ପରେ ବଢିଛି ଦୁଃଖ : ସ୍ତ୍ରୀର ଭତା ଟଙ୍କାକୁ ଚାହିଁ ବସିଛି ସ୍ବାମୀ ମୁରଲୀ

 08-08-2020

ଭଦ୍ରକ , 08 ଅଗଷ୍ଟ : ପତ୍ନୀଙ୍କ ଭତା କଥା ବୁଝିବାକୁ ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଫେରିବା ବେଳକୁ ଏକ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଚଳଚଂଚଳ ବୃଦ୍ଧ ମୂରଲୀ ଖଟୁଆଙ୍କୁ ଅଚଳ କରିଦେଲା। ଏବେ ଘର ବାରନ୍ଦାରେ ବସି ଭାଗ୍ୟକୁ ଆଦରୁଥିବା ବେଳେ ପତ୍ନୀଙ୍କୁ ମଧ୍ୟ ମିଳିପାରିନି ଭତା। ମୂରଲୀଙ୍କ ତାଙ୍କର ବିଷ୍ଣୁପୁରବିନ୍ଧା ପଂଚାୟତ ପୋଡ଼ପଡ଼ା ଶାସନ...

covid parichalana samikhya

କୋବିଡ ପରିଚାଳନାର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ

 08-08-2020

ଭଦ୍ରକ 08 ଅଗଷ୍ଟ : ଭଦ୍ରକ ଜିଲ୍ଲାର କୋବିଡ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଜିଲ୍ଲାର କୋବିଡ ପରିଚାଳନା ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଅଧ୍ଯକ୍ଷତା କରି ଶ୍ରୀଯୁକ୍ତ ପାଢୀ ଜିଲ୍ଲାରେ କ୍ବାରେାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ସମସ୍ୟା, କୋବିଡ ହସ୍ପିଟାଲରେ ଚି...