BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News
Neheru Yuva Kendra organises Youth parliament at Biramaharajpur

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

 23-02-2020

ବୀରମହାରାଜପୁର (FMODIA.IN) --ନେହେରୁ ଯୁବ କେନ୍ଦ୍ର,ସୋନପୁର ଓ ଭାର୍ଡ,ବିରାମହରାଜପୁର ଅନୁଷ୍ଠାନ ତରଫରୁ ସ୍ଥାନୀୟ ଉଫୁଲା ବୀର ହନୁମାନ କ୍ଳବଠାରେ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସାମାଜିକ କର୍ମି ଶ୍ରୀଯୁକ୍ତ ମୀନକେତନ ମହାକୁର,ଓଡିଶା ଜୀବିକା ମିଶନର କୁବେର ହରିପଲ,ପ୍ରଥମ ଏଜୁକେସନ ଫାଉଣ୍ଡେସନ ର ନକୁଳ ନାଏକ,ସ୍ଵଛ ଭାରତ ମି...

teacher dead in road accident

ବୌଦ୍ଧ : ମିନିଟ୍ରକ ଧକ୍କାରେ ପ୍ରଧାନ ଆଚାର୍ଯ୍ୟଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ

 15-02-2020

ବୌଦ୍ଧ, ୧୫ ଫେବୃଆରୀ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକ ଛତରଙ୍ଗ ସରସ୍ୱତୀ ଶିାଉ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚର୍ତୁଭୁଜ ଚାଉଳିଆଙ୍କ ଏକ ମିନିଟ୍ରକ ଧକ୍କାରେ ମୃତ୍ୟୁ ଘଟିଛି । ସଚନା ମୁତାବକ ପ୍ରଧାନ ଆଚାର୍ଯ୍ୟ ଚର୍ତୁଭୁଜ ଚାଉଳିଆ ସବୁଦିନ ପରି ଶନିବାର ସକାଳେ ନିଜ ପୁଅକୁ ଧରି ମଟରସାଇକେଲ ଯୋଗେ ନିଜ ଗା୍ରମ ଶଙ୍କୁଲୋଇ ଠାରୁ ଛତରଙ୍ଗ ଶିଶୁ ମନ୍ଦିରକୁ ପାଠ...

forest annual review meeting

ବୌଦ୍ଧ ଜିଲ୍ଲାରେ ୨ ଲକ୍ଷ ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ବୃଦ୍ଧି କରାଯାଇଛି , ବୌଦ୍ଧ ବନଖଣ୍ଡର ବାର୍ଷିକ ସମୀକ୍ଷା ବୈଠକ

 15-02-2020

ବୌଦ୍ଧ, ୧୫ ଫେବୃଆରୀ : ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ସଂରକ୍ଷିତ ମୋଟ ୪୭୬ ହେକ୍ଟର ଜଙ୍ଗଲ ଜମିରେ ମୋଟ ୨,୨୦,୦୦୦ ଗୋଟି ବୃକ୍ଷ ରୋପଣ କରାଯାଇ ଜଙ୍ଗଲ ବୃଦ୍ଧି କରାଯାଇଛି ଏବଂ ୧୬୧୪ ହେକ୍ଟର ଜମିରେ ଜଙ୍ଗଲର ସୁପରିଚାଳନା କରାଯାଇଛି ବୋଲି ବୌଦ୍ଧ ବନଖଣ୍ଡର ବାର୍ଷିକ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ଓଡିଶା...

Car hits temple wall in Boudh

ମନ୍ଦିର କାନ୍ଥରେ ପିଟିଲା କାର୍ : ୪ ଗୁରୁତର

 11-02-2020

ବୌଦ୍ଧ, ୧୧ ଫେବୃଆରୀ- ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ କଂଟାମାଳ- ମନମୁଣ୍ଡା ରାଜ୍ୟ ରାଜପଥର ଖଟଖଟିଆ ଗ୍ରାମ ନିକଟରେ ରାସ୍ତା ପାଶ୍ୱର୍ ଦେବୀ ମନ୍ଦିର କାନ୍ଥରେ ଆଜି ମଧ୍ୟାହ୍ନରେ ଏକ କାର୍ ନଂ( ଓଡି ୦୩ ଡି ୩୪୫୬ ) ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ମନ୍ଦିରର କାନ୍ଥ ଭାଙ୍ଗିଯାଇଥିବା ବେଳେ କାର୍ ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଚୁରମାର୍ ହୋ...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in