BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News
The hotel owner was fined for failing to obey  lock down in bhadrak

ଲକ୍ ଡାଉନ୍ କଟକଣା ନମାନି ଜରିମାନା ଦେଲେ ହୋଟେଲ ମାଲିକ

 23-03-2020

ଭଦ୍ରକ, ୨୩ ମାର୍ଚ୍ଚ - ଏହି ଜିଲାର ବାସୁଦେବପୁର ପୌରପାଳିକା ବଜାରରେ ଜଣେ ହୋଟେଲ ବ୍ୟବସାୟୀକୁ ଦେବାକୁ ପଡିଛି ଏହି ତଣ୍ଡ । ସୂଚନା ଅନୁସାରେ ହୋଟେଲ ଜଗା କାଳିଆ ନାମକ ଏକ ହୋଟେଲ ଆଗ ସଟର ବନ୍ଦ କରି ଗରାଖ ମାନଙ୍କୁ ଭିତର କୋଠରୀରେ ଖାଇବାକୁ ଦେଉଥିଲେ । ଖବର ପାଇ ବାସୁଦେବପୁର ତହସିଲଦାର ଆଗ ସଟର ଖୋଲିବାକୁ କହିଥିଲେ । ପରେ ଦେଖିବାକୁ ପାଇଥିଲେ ଭିତର ରୁମ୍ରେ...

The case is being prosecuted for violating the quarantine guidelines in Bhubaneswar

କ୍ୱାରାଂଟାଇନ୍ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିଥିବାରୁ ମାମଲା ରୁଜୁ

 23-03-2020

ଭୁବନେଶ୍ୱର, ୨୩ ମାର୍ଚ୍ଚ ନିକଟରେ ଉଜ୍ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି ସରକାରଙ୍କ କୋଭିଡ୍-୧୯ କ୍ୱାରାଂଟାଇନ୍ ଗାଇଡ୍ଲାଇନ୍କୁ ଉଲ୍ଲଂଘନ କରିଥିବା କାରଣରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ଷମତାପ୍...

Father murdered, son committed suicide

ବାପାକୁ ହତ୍ୟା କରି ପୁଅର ଆତ୍ମହତ୍ୟା

 22-03-2020

କଟକ, ୨୨ ମାର୍ଚ୍ଚ : କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାର ୧୧ ନଂ ୱାର୍ଡ଼ ଅନ୍ତର୍ଗତ ଓଟିଏମ୍ କଲୋନୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାପାକୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ପୁଅ କରିଛି ଆତ୍ମହତ୍ୟା । ମୃତକ ଦ୍ୱୟ ହେଲେ କାଳୁ ଚରଣ ବେହେରା (୬୫) ଓ ତାଙ୍କ ପୁଅ ମୁନି ବେହେରା । ଗତକାଲି ବିଳମ୍ବିତ ରାତିରେ ମୁନି କୌଣସି କଥାକୁ ନେଇ ନିଜ ମାଙ୍...

Baby girl strangled to death in carin koraput

ଅଚଳ କାର୍ ରୁ ଶିଶୁକନ୍ୟାର ଗଳାକଟା ମୃତଦେହ ଉଦ୍ଧାର : ହତ୍ୟାକାରୀଙ୍କୁ ଗିରଫ ପାଇଁ ଦାବି

 22-03-2020

କୋରାପୁଟ, ୨୨ ମାର୍ଚ୍ଚ - କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଂଚଣା ଗ୍ରାମରେ ଏକ ଅଚଳ କାର୍ ଭିତରୁ ୬ ବର୍ଷିୟା ଶିଶୁକନ୍ୟାର ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁକନ୍ୟାର ପରିବାର ଲୋକେ ଏନେଇ ଥାନାରେ ଏତଲା କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ଘଟଣାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ନାବାଳିକାଙ୍କୁ...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in