Dhenkanal coronavirus cases reached 493 as 43 more cases tested positive today

ଢେଙ୍କାନାଳ ଜିଲ୍ଲାରେ ଆଜି 43 ଜଣ କରୋନା ପିଜିଟିଭ ଚି଼ହ୍ନଟ : ଚିକିତ୍ସା ପରେ ଆଉ 75 ଜଣ ସୁସ୍ଥ ହୋଉ ଫେରିଲେ

 07-08-2020

By Sushant Prahan (Fast Mail News) -ଆଜି ଢେଙ୍କାନାଳ ଜିଲ୍ଲାରେ 43 ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି. ଗନ୍ଦିଆ ବ୍ଲକ ରୁ 40 ଜଣ, ଭୁବନ ବ୍ଲକ ରୁ ଜଣେ, କାମାକ୍ଷାନଗର ବ୍ଲକ ରୁ ଜଣେ ଏବଂ କାମାକ୍ଷାନଗର ଏନ.ଏ.ସି. ରୁ ଜଣେ ବ୍ୟକ୍ତି କରୋନା ରେ ଆକ୍ରାନ୍ତ ହୋଉଛନ୍ତି । ସେମାନଙ୍କ ମଧ୍ୟରୁ ଗନ୍ଦିଆ ବ୍ଲକ ର ଷଡ଼ଙ୍ଗୀ ରୁ 9ଜଣ କାଲୁଣିଗୋଡ଼ା ରୁ...

ମିସ୍ଡ କଲ ଜରିଆରେ ଭାରତ ଗ୍ୟାସ ବୁକିଙ୍ଗ ବ୍ୟବସ୍ଥା ଶୁଭାରମ୍ଭ

 07-08-2020

ଭୁବନ,7 ଅଗଷ୍ଟ : ଭୁବନରେ ଭାରତଗ୍ୟାସର ଅଧିକୃତ ବିକ୍ରେତା ମହାବୀର ଗ୍ୟାସ ସର୍ଭିସ ତରଫରୁ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଉପଭୋକ୍ତା ମାନଙ୍କ ପାଇଁ ହ୍ୱାଟସଆପ/ମିସଡକଲ ରେ ଗ୍ୟାସ ବୁକିଙ୍ଗ ବ୍ୟବସ୍ଥା ଶୁଭାରମ୍ଭ କରିଛି । ଗ୍ରାହକ ମାନେ ଘରେ ରହି ଗୁଗୁଲ ପେ, ଆମାଜନ, ପେ-ଟିଏମ, ଇତ୍ୟାଦି ୟୁପିଆଇ ଜରିଆରେ ଆବଶ୍ୟକ ମୁତାବକ ନିଜର ପଂଜିକୃତ ମୋବାଇଲ ରୁ ଦେ...

ଅଜଣା ଗାଡି ଧକ୍କାରେ ମୃତ ଯୁବତୀ ଙ୍କର ପରିଚୟ ମିଳିଲା

 07-08-2020

ଭୁବନ,7 ଅଗଷ୍ଟ : ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ରାମକୃଷ୍ଣପୁର ନିକଟରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ଯୁବତୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଏ ସଂପର୍କରେ ଖବର ପାଇ ଭୁବନ ଥାନା ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ଦୁର୍ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରି ଭୁବନ ଗୋୀ ସ୍ୱାସ୍ଥ୍ୟ କେନ୍ଦ୍ରରେ...

ସାମାଜିକ ବାସନ୍ଦ ଭୟରେ ସ୍ୱାବ ଟେଷ୍ଟ ପାଇଁ ଅରାଜି !

 07-08-2020

ଭୁବନ,07 ଅଗଷ୍ଟ : ବିଶ୍ୱ ମହାମାରୀ କରୋନା ପାଇଁ ଯେତିକି ଭୟ , ସାମାଜିକ ବାସନ୍ଦ ପାଇଁ ତାଠାରୁ ଅଧିକ ଭୟ ରହୁଛି । କୋଭିଡ ଟେଷ୍ଟ କଲାପରେ ଯେଉଁ ବ୍ୟକ୍ତି ଙ୍କର ପଜିଟିଭ ରିପୋର୍ଟ ଆସୁଛି ପ୍ରଶାସନ ତାଙ୍କୁ କୋଭିଡ ହସପିଟାଲ ନେଇ ଚିକିସିତ କରାଉଥିବା ବେଳେ ସଂପୃକ୍ତ ଏରିଆକୁ କଂଟେନମେଂଟ ଜୋନ ଘୋଷଣା କରି ତାଙ୍କ ସଂପର୍ଶରେ ଆସିଥିବା ଲୋକଙ୍କ ତାଲ...