BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
Baji Rout College annual sport

ଭୁବନ ବାଜିରାଉତ କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ

 10-01-2020

ଭୁବନ, ୧୦ ଜାନୁଆରୀ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଡଭାଇଜର ଅଧ୍ୟାପକ ପ୍ରଭାତ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ କୈଳାସ ଚନ୍ଦ୍ର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତାରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟଅତିଥି ଓ ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ସ...

Blanket distribution

ତକ୍ଷଶୀଳା ପକ୍ଷରୁ କମ୍ବଳ ବଂଟନ

 03-01-2020

ଭୁବନ, 3 ଜାନୁଆରୀ : ନବ ବର୍ଷକୁ ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ ମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରୁଥିବା ବେଳେ ଭୁବନର ଏକମାତ୍ର ଆବାସିକ ବିଦ୍ୟାଳୟ ତକ୍ଷଶୀଳା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢ଼ଙ୍ଗରେ ପାଳନ କରିଛି ଏହି ଦିବସକୁ । ଭାରତୀୟ ବିଦ୍ୟା ନିକେତନ ତକ୍ଷଶୀଳା ତରଫରୁ ଭୁବନ ବ୍ଲକର ସୀମାନ୍ତ ଗ୍ରାମ ମୃଦଙ୍ଗାରେ ଅସହାୟ ନିଃସହାୟ ବ୍ୟକ୍ତି...

Winter Clothes distribution

ତୃପ୍ତି ପକ୍ଷରୁ ବାଉଁଶକଣ ଗ୍ରାମରେ ଶୀତବସ୍ତ୍ର ବଂଟନ

 03-01-2020

ଭୁବନ, 3 ଜାନୁଆରୀ : ଟ୍ରଷ୍ଟ ଅଫ ରୁରାଲ ଆଣ୍ଡ ଅର୍ବାନ ଟ୍ୟାଲେଂଟ ୟୁଥ (ତୃପ୍ତି) ତରଫରୁ ବାଉଁଶକଣ ଗ୍ରାମରେ ଲୋକଙ୍କୁ ଶୀତବସ୍ତ୍ର ବଂଟନ କରାଯାଇ ନୂଆ ଢ଼ଙ୍ଗରେ ନୂଆବର୍ଷ ପାଳନ କରାଯାଇଛି । ତୃପ୍ତି ର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱ ଓ ରୁରାଲ କନସୋସିୟସ ସୋସାଇଟି ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବ...