ଗଜପତି ଜିଲ୍ଲାକୁ ଅଗଷ୍ଟ ୬ ତାରିଖ ସୁଦ୍ଧା ୧୫ ହଜାର ୫୭୯ ପ୍ରବାସୀ ଫେରିଲେଣି : ୧୩୬୨ ଆକ୍ରାନ୍ତ ସୁସ୍ଥ ହେଲେଣି : ୩୫୯ ଚିକିତ୍ସାଧିନ, ୯୭ ହୋମ୍ ଆଇସୋଲେସନରେ

 08-08-2020

ପାରଳାଖେମୁଣ୍ଡି, 08 ଅଗଷ୍ଟ : ଗଜପତି ଜିଲ୍ଲାକୁ ଅଗଷ୍ଟ ୫ ତାରିଖ ସୁଦ୍ଧା ୧୫ ହଜାର ୫୭୯ ଜଣ ପ୍ରବାସୀ ଫେରିଛନ୍ତି । ସମ୍ପ୍ରତି ଜିଲ୍ଲାରେ ୩୨ଟି ଅସ୍ଥାୟୀ କ୍ୱାରେଂଟାଇନ ସେଂଟର କାର୍ଯ୍ୟ କରୁଛି । ୬୩୮ ଜଣ ବର୍ତମାନ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହୁଛନ୍ତି । ୧୪ ହଜାର ୯୪୧ ଜଣ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରହି ସାରିଛନ୍ତି । ସେହିପରି ୧୪&n...

କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ ଗଜପତି ଜିଲ୍ଲା ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ : ୧୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ

 07-08-2020

ପାରଳାଖେମୁଣ୍ଡି, ୭ ଅଗଷ୍ଟ (ହି.ସ.)- ଗଜପତି ଜିଲ୍ଲା ପୋଲିସ ପକ୍ଷରୁ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ୬ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏନେଇ ବ୍ୟାପକ ଧରପଗଡ଼ କରାଯିବା ସହ ଆଇନ ଭଙ୍ଗ କରୁଥିବା ମୁହଁରେ ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ଠାରୁ ମୋଟ୍ ୧୨ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯ...

Gajapati corona cases reached 1868

ଗଜପତି ଜିଲ୍ଲାରେ ୩୫ ନୂଆ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୮ କୁ ବୃଦ୍ଧି

 07-08-2020

ପାରଳାଖେମୁଣ୍ଡି, ୭ ଅଗଷ୍ଟ - ଗଜପତି ଜିଲ୍ଲାରେ ଆଜି ଆଉ ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୮ କୁ ବୃଦ୍ଧି ପାଇଛି । ଗତ ୫ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କ...

ଗଜପତି ଜିଲ୍ଲାରେ ୫୯ ନୂଆ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୩ କୁ ବୃଦ୍ଧି

 06-08-2020

ପାରଳାଖେମୁଣ୍ଡି, ୬ ଅଗଷ୍ଟ :ଗଜପତି ଜିଲ୍ଲାରେ ଆଜି ଆଉ ୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୩ କୁ ବୃଦ୍ଧି ପାଇଛି । ଗତ ୩ ଓ ୪ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହ...