BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଡ଼ାକ୍ତରଖାନା ପଶି ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ : ମଦ୍ୟପ ଗିରଫ

 25-02-2020

ଗଞ୍ଜାମ, ୨୫ ଫେବୃଆରୀ : ଆଜି ସକାଳେ ଆସିକା ଉପଖଣ୍ଡସ୍ତରିୟ ଡ଼ାକ୍ତରଖାନାରେ ପଦ୍ମନାଭ ପାତ୍ର ନାମକ ଜଣେ ଯୁବକ ମଦ୍ୟପାନ କରି ମାତାଲ୍ ଅବସ୍ଥାରେ ପଶି ବିଶୃଙ୍ଖଳା ସୃଷ୍ଟି କରିବା ସହ ସେଠାରେ କର୍ମଚାରୀଙ୍କ ସହିତ ଗଣ୍ଡଗୋଳ କରିଥିଲା । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଂଚି ସମ୍ପୃକ୍ତ ମଦ୍ୟପଙ୍କୁ କାବୁ କରି ଥାନାକୁ ଆଣିଥିଲା । ଘଟଣାରେ ଅଭିଯୁକ୍ତ ପଦ୍ମନ...

ବ୍ରହ୍ମପୁର ବିଏମସି ପକ୍ଷରୁ ୨ ଲକ୍ଷ ୬୦ ହଜାର ଜରିମାନା ଆଦାୟ

 25-02-2020

ଗଞ୍ଜାମ, ୨୫ ଫେବୃଆରୀ : ବ୍ରହ୍ମପୁର ରେଳଷ୍ଟସନ ନିକଟରେ ଥିବା ଦୁଇଟି ମଦ ଦୋକାନ ସମ୍ମୁଖରେ ଅଳିଆ ଆବର୍ଜ୍ଜନା ପଡିରହିବା ସହ ପ୍ଲାଷ୍ଟିକ୍ ଗ୍ଲାସ୍, ବୋତଲ ଆଦି ପଡିଥିବାରୁ ବ୍ରହ୍ମପୁର ପୌର ନିଗମ (ବିଏମସି) କମିଶନରଙ୍କ ପକ୍ଷରୁ ସମ୍ପୃକ୍ତ ଦୁଇ ମଦ ଦୋକାନୀଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁ...

ପାଳଗଦାରେ ଲାଗିଲା ନିଆଁ : ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ୩ ମୃତ : ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

 23-02-2020

ଗଞ୍ଜାମ, ୨୩ ଫେବୃଆରୀ : ଖେଳୁ ଥିବାବେଳେ ପାଳଗଦାରେ ନିଆଁ ଲାଗିଯିବା କାରଣରୁ ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ତିନି ଜଣଙ୍କର ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ଅଛନ୍ତି । ମୃତାହତ ଶିଶୁମାନଙ୍କର ବୟସ ୬ରୁ ୯ ବର୍ଷ ମଧ୍ୟରେ ହେବ ।...

ଗଂଜାମରେ ଚାରି ପିଲା ଜଳି ଗଲେ

 23-02-2020

ଗଂଜାମ, ୨୩ ଫେବୃଆରୀ : ଖେଳୁ ଥିବା ବେଳେ ପାଳଗଦାରେ ନିଆଁ ଲାଗି ଯାଇଥିବା କାରଣରୁ ଚାରି ଜଣ ପିଲା ଗୁରୁତର ଭାବେ ପୋଡି ହୋଇ ଆହତ ହୋଇଛନ୍ତି । ଏହି ଦୁଖଦ ଘଟଣା ଗଂଜାମ ଜିଲ୍ଲାର ପୋଲସରା ବ୍ଲକର ଖଇର ଛଟା ଗାଁରେ ଘଟିଛି । ନିଆଁ ଲାଗିବା ପରେ ସେମାନଙ୍କୁ ପ୍ରଥମେ ନିକଟସ୍ଥ ହସପିଟାଲକୁ ଅଣା ଯାଇଥିଲା । ସେଠାରେ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହ...

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in