BIG NEWS
ଆଜିବନ ଜେଲ ଭୋଗୁଥିବା ୫ ଜଣ କଏଦୀ ମୁକ୍ତ
Scooty hit truck, 1 dead, 1 injured

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ୧ ମୃତ, ୧ ଆହତ

 07-07-2020

କୋରେଇ, ୦୭ ଜୁଲାଇ - ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାତ୍ର ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସ୍କୁଟିକୁ ପଛରୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳେ ଇଂଜିୟରିଙ୍ଗ ଛାତ୍ରର ମୃତ୍ୟୁ ହେବା ସହ ସହଯାତ୍ରୀ ମହିଳା ଆହତ ହୋଇଛନ୍ତି । ପ୍ରକାଶ ଯେ ଆଜି ମଧ୍ୟାହ୍ନରେ କୁଆଖିଆ ଥାନା ଅନ୍ତର୍ଗତ ଭୋଟକା ଗ୍ରାମର ୰କେଶବ ରାଉତଙ୍କ ପୁଅ ଅରୋଶିଷ (...

ଖଣ୍ଡିତର-ଶ୍ରୀବନ୍ତପୁର ଜଳସେଚନ ରାସ୍ତାର ଉନ୍ନତିକରଣ ସମୀକ୍ଷା

 06-07-2020

ଧର୍ମଶାଳା,୬ଜୁଲାଇ : ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ଖଣ୍ଡିତର-ଶ୍ରୀବନ୍ତପୁର ଜଳସେଚନ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳନ୍ତରାୟ ଓ କୋରାଇ ବିଧାୟକ ଅଶୋକ ବଳ । ଏନେଇ ଦୁହେଁ ରସୁଲପୁର ଜଳ ସମ୍ପଦ ବିଭାଗ ଅଧିକାରୀ,ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ,ବିଡିଓ ଉମାକାନ୍ତ ପରିଡାଙ୍କ ସହ ଆଲୋଚନା କରିଛ...

highwa acident in bari area toady

ବ୍ରିଜ ତଳକୁ ଖସିଲା ହାଇୱା,ଅଳ୍ପକେ ବର୍ତିଲା ଡ୍ରାଇଭର

 06-07-2020

ଧର୍ମଶାଳା,୬ଜୁଲାଇ : ବ୍ରିଜ ତଳକୁ କସିଲା ହାଇୱା । ଅଳ୍ପକେ ବତିଲା ଡ୍ରାଇଭର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା କୁଆଖିଆ-ବରୀ ମୁଖ୍ୟ ରାସ୍ତା ବାଲିଆପାଳଛକ ନିକଟରେ । ବେପାରୁଆ ଗାଡି ଚାଳନା ହେତୁ ଏକ ଚିପ୍ସ ବୋଝେଇ ହାଇୱା ବ୍ରିଜ ତତଳୁ ଓଲଟି ପଡିଛି । ଫଳରେ ଗାଡିର ଚାଳକ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଦୁର୍ଘଟଣା ପରେ ପରେ ଡାଇଭର ଘଟଣାସ୍ଥଳରୁ ଫ...

ଅଜଣା ଗାଡି ଧକ୍କାରେ ୨ ଯୁବକ ଗୁରୁତର

 06-07-2020

ଧର୍ମଶାଳା,୬ ଜୁଲାଇ : ଯାଜପୁର ଜିଲା ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ଝାଲପଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ୨ ଜଣ ଯୁବକ ଆହତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଦିନ ସାଢେ ଗୋଟେ ସମୟରେ ୨ ଯୁବକ ଏକ ହିରୋ ସିଡି ଡିଲକ୍ସ ବାଇକରେ ଧର୍ମଶାଳା ଥାନା ଅନ୍ତର୍ଗତ ବଜ୍ରଗିରି ଗ୍ରାମର ସୁବ୍ରତ ଦଳେଇ(୨୪) ଓ...