ପ୍ରଶାସନ ତରଫରୁ ଶ୍ରମିକଙ୍କୁ ନିଜ ରାଜ୍ୟ କୁ ପଠାଗଲା

 22-05-2020

ଝାରସୁଗୁଡ଼ା:22 ମଇ : କରୋନା ଯୋଗୁଁ ଯାତାୟାତ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ମଧ୍ୟପ୍ରଦେଶର ଦୁଇଟି ଜିଲ୍ଲା ଜବଲପୁର ଓ ମଣ୍ଡାଲାର ୨୫ଜଣ ଶ୍ରମିକ ଝାରସୁଗୁଡ଼ାଠାରେ ଅଟକି ରହିଥିଲେ । ପ୍ରଶାସନ ତରଫରୁ ଏଠାରେ ସେମାନଙ୍କର ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯିବା ସହ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ ରକ୍...

ଝାରସୁଗୁଡାରେ ରକ୍ତ ଅଭାବରୁ ମହିଳାଙ୍କ ମୃତ୍ୟୁ ଘଟଣା

 12-05-2020

- କ୍ଷତିପୂରଣ ଓ ଅସହାୟ ପିଲାଙ୍କ ଯତ୍ନ ନିଅନ୍ତୁ ସରକାର : ଯୁବ ମୋର୍ଚ୍ଚା ଭୁବନେଶ୍ୱର ,୧୧ ମଇ : ଖୋଦ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ରକ୍ତ ଭଣ୍ଡାର ପରିଚାଳନାରେ ଗୁରୁତର ତ୍ରୁଟି ତଥା ପ୍ରଶାସନିକ ଅବହେଳା କାରଣରୁ ଜଣେ ଗରିବ ମହିଳାଙ୍କ ରକ୍ତ ଅଭାବରୁ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରି...

ଝାରସୁଗୁଡ଼ା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି

 03-05-2020

ଝାରସୁଗୁଡ଼ା, ୩ ମଇ : ଝାରସୁଗୁଡ଼ା ଜିଲ୍ଲାରେ ଆଜି ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ଜଣେ ୪୦ ବର୍ଷିୟା ମହିଳା । ତାଙ୍କ ଘର ଜିଲ୍ଲାର ଲଖନପୁର ବ୍ଲକ୍ ଅନ୍ତର୍ଗତ କୁଡ଼ାଲୋଇ ଗ୍ରାମପଚାଂୟତର ଦହଲଡ଼େରା ଗ୍ରାମରେ । ଏହି ଆକ୍ରାନ୍ତଙ୍କର ସୁନ୍ଦରଗଡ଼ ଲିଙ୍କ୍ ରହିଥିବା ନେଇ ସୂଚନା ମିଳିଛି । ଏହି ମହିଳା ଜଣକ ଗତ ୨୬ ତାରିଖରୁ ନିଜ ଗ୍ରାମକୁ ଆସି କ୍...

In Jharsuguda district, the COVID-16 situation was reviewed by the Five-T Secretary and the Development Commission.

ଝାରସୁଗୁଡା ଜିଲ୍ଲାରେ କୋଭିଡ-୧୯ ସ୍ଥିତି ସମୀକ୍ଷା କଲେ ଫାଇଭ-ଟି ସଚିବ ଓ ଉନ୍ନୟନ କମିଶନର

 02-05-2020

ଝାରସୁଗୁଡ଼ା, ୨ ମଇ : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନ ଗତକାଲି ଝାରସୁଗୁଡା ଗସ୍ତରେ ଆସି ଜିଲ୍ଲାରେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କମିଶନର ଶ୍ରୀ ମହାପାତ୍ର ଓ ସଚିବ ଶ୍ରୀ ପାଣ୍ଡିଆନ ଜିଲ୍ଲ...