- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର

ଜୟପାଟଣା ବ୍ଲକରେ ୧୪୪ମି. ମି ବର୍ଷା ଇଂଦ୍ରାବତୀ ଜଳ ଭଣ୍ଡାର ର ଜଳସ୍ତର ୬୩୪ ମି କୁ ପହଁଚିଲା
20-08-2020
ମୁଖୀଗୁଡା, ୨୦ ଅଗଷ୍ଟ : ଲଘୁଚାପଜନିତ ବର୍ଷା ଜୟପାଟଣା ଅଂଚଳରେ ଲାଗି ରହିଥିବା ଯୋଗୁଁ ବ୍ଲକରେ ଗତ ୨୪ଘଂଟା ମଧ୍ୟରେ ୧୪୪ମି.ମି ବର୍ଷା ରେକର୍ଡ କରାଯାଉଛି । ହାତୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ ୮ଟା ସୁଦ୍ଧା ୬୩୪.୨୫ମି କୁ ପହଞ୍ଚିଛି ।ହାତୀବ୍ୟାରେଜ ର ଜଳସ୍ତର ୨୬୧ ମି ରହିଥିବ...
ମଙ୍ଗଳପୁର ପଚାଂୟତକୁ ଅଗଷ୍ଟ ୧ ତାରିଖ ଯାଏ ସଟ୍ ଡ଼ାଉନ ଘୋଷଣା
29-07-2020
ମୁଖିଗୁଡା, 29 ଜୁଲାଇ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମପଞ୍ଚାୟତର କପୁରମାଲ ଗ୍ରାମର ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ଠାରୁ ମଙ୍ଗଳପୁର ଗ୍ରାମପଞ୍ଚାୟତକୁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସଟ୍ ଡ଼ାଉନ ଘୋଷଣା କରିଛନ୍ତି ମଙ୍ଗଳପୁର ସରପଞ୍ଚ ରୁଷିମଣି ନାଏକ । ଆକ୍ରାନ୍ତ ଯୁବକ ହାଇଦ୍ରାବାଦରୁ ଆସି ଗତ ୮ ତାରିଖରୁ ଧନଶୁଳି ଟିଏ...
ଦଶପୁର ଠାରେ କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
27-07-2020
ଗୋଲାମୁଣ୍ଡା, ୨୭ ଜୁଲାଇ : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି ଦଶପୁର ଫାଣ୍ଡି ଇଲାକା ସ୍ଥିତ ସରକାରୀ ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଫରଙ୍ଗ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋ ସରକାର ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋ...
ଉଚ୍ଚଶିକ୍ଷା ପାଇଁ ଏଵେ ଆଶଙ୍କାରେ ଏ ଯୁଗର ଏକଲବ୍ୟ ଡ଼ମ୍ବରୁ
20-07-2020
ଜୟପାଟଣା,20 ଜୁଲାଇ : ଗରିବ ଘରେ ଜନ୍ମ ନେଲାପରେ ମଧ୍ୟ ନିଜର ଜନ୍ମଗତ ନିଷ୍ଠା ଓ ଦୃଢ଼ ସଂକଳ୍ପ ପରିଚୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏକ ନିଚ୍ଛକ ପଲ୍ଲୀରେ ଜନ୍ମ ନେବା ସହିତ ଦୁଇ ଓଳି ପାଇଁ ଖାଦ୍ୟ ଏକ ସମସ୍ୟା ଭାବରେ ଠିଆ ହୋଇଥିଲେ ବି ଶିଶୁ ଅବସ୍ଥାରୁ ଡ଼ମ୍ବରୁ ସଂକଳ୍ପ ବଦ୍ଧ । ଯେମିତି ହେଲେ ସେ ପାଠ ପଢି ବଡ ମଣିଷ ହେବ । ଶେଷରେ ସିବିଏସସି ବୋର୍...