PILASALINKI DAM NEWS

ମରାମତି ଓ ରକ୍ଷଣା ବେକ୍ଷଣ ଅଭାବ ଭାଙ୍ଗିଛି ଅଧିକ କେନାଲ ପିଲାସାଲକୀ ମଧ୍ୟମ ଜଳସେଚନ ଯୋଜନା ପ୍ରକଳ୍ପ ଚାଷୀଙ୍କ ହିତରେ ଆସୁନି

 07-08-2020

କନ୍ଧମାଳ, 7 ଅଗଷ୍ଟ : ଆବଶ୍ୟକ ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅର୍ନ୍ତଗତ ସିଦ୍ଧିଙ୍ଗ୍ ଠାରେ ଥିବା ଏକମାତ୍ର ମଧ୍ୟମ ଜଳସେଚନ ଯୋଜନା ପ୍ରକଳ୍ପ ଏବେ ଚାଷୀଙ୍କ ହିତରେ ଆସିପାରୁନି । ଡ୍ୟାମ ପୋତି ହୋଇଗଲାଣି । କେନାଲ ଗୁଡିକ ମଧ୍ୟ ମରାମତି ଅଭାବରୁ ନଷ୍ଟ ହୋଇଗଲାଣି । କେନାଲ ଯାଇଥିବା ଶେଷ ପାଣି ପହଂଚିପାରୁ ନାହିଁ ପୋତି...

MGNREGA ROAD NEWS

ଅଧପନ୍ତରିଆ ଅଛି ଏମଜିଏନଆରଇଜିଏ ରାସ୍ତା କମ ବର୍ଷାରେ କାଦୁଅ ପଚପଚ ଲୋକଙ୍କର ଗମନାଗମନର ସୁବିଧା ବଦଳରେ ଅସୁବିଧା ଅଧିକ

 06-08-2020

କନ୍ଧମାଳ, ୦୬ ଅଗଷ୍ଟ : ଜିଲାରେ କିଛି ଗ୍ରାମରେ ଲୋକଙ୍କର ସୁବିଧା ପାଇଁ ଏବଂ ସେମାନଙ୍କୁ ରୋଜଗାର ଦେବାପାଇଁ ସରକାରଙ୍କ ତରଫରୁ ଗ୍ରାମାଂଚଳରେ ରାସ୍ତା ତିଆରି କରାଯିବା ଲକ୍ଷରେ ଏମଜିଏନଆଇଜିଏ ଯୋଜନାରେ ଲୋକଙ୍କୁ କାମ ଯୋଗାଇବାକୁ ଗ୍ରାମାଂଚଳରେ ରାସ୍ତା କାମ କରାଇଥିଲେ । ହେଲେ ଏଥିରେ ଅଳ୍ପ ଦିନରେ କେବଳ ରାସ୍ତାରେ ମାଟି ପକାଇବା କାମ ହିଁ କରାଯାଇଛି ।...

କନ୍ଧମାଳ ଜିଲ୍ଲାରେ ନୂଆ ୭୪ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୭୨ କୁ ବୃଦ୍ଧି : କରୋନାଜନିତ ସକ୍ରିୟ ମାମଲା ୩୪୧, ୪୨୮ ସୁସ୍ଥ ହେଲେଣି : ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

 06-08-2020

କନ୍ଧମାଳ, ୬ ଅଗଷ୍ଟ : କନ୍ଧମାଳ ଜିଲ୍ଲାରେ ଆଜି ଆଉ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୦ ଜଣ ପୁରୁଷ ଓ ୨୪ ଜଣ ମହିଳା ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀରୁ ୫ ଜଣ, ଜି. ଉଦୟଗିରି ବ୍ଲକରୁ ୭ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ୧୪ ଜଣ, କେ. ନୂଆଗାଁ ବ୍ଲକରୁ ୮ ଜଣ, କୋଟଗଡ଼ ବ୍ଲକରୁ ୮ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ...

କନ୍ଧମାଳ ଜିଲ୍ଲାରେ ନୂଆ ୬୨ କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ କୁ ବୃଦ୍ଧି : କରୋନାଜନିତ ସକ୍ରିୟ ମାମଲା ୩୦୬, ୩୭୦ ସୁସ୍ଥ ହେଲେଣି

 04-08-2020

କନ୍ଧମାଳ, ୪ ଅଗଷ୍ଟ : କନ୍ଧମାଳ ଜିଲ୍ଲାରେ ଆଜି ଆଉ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଓ ୨୦ ଜଣ ମହିଳା ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଲକରୁ ୩ ଜଣ, ଜି. ଉଦୟଗିରି ବ୍ଲକରୁ ୧୨ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ୨ ଜଣ, ଟିକାବାଲି ବ୍ଲକରୁ ୩ ଜଣ, କେ. ନୂଆଗାଁ ବ୍ଲକରୁ ୩ ଜଣ, କୋଟଗଡ଼ ବ୍ଲକରୁ ୬ ଜଣ,&nb...