ଜିଲ୍ଲା ପରିଷଦ ସଭ୍ୟଙ୍କ ଦାବି -ଅନୁଦାନ ରାଶି ସମାନ ଭାବେ ବଣ୍ଟାଯାଉ

 01-08-2020

କେନ୍ଦ୍ରାପଡା, 01 ଅଗଷ୍ଟ : କେନ୍ଦ୍ରାପଡା ଜିଲ୍ଲା ପରିଷଦର ପ୍ରାୟ ୧୮ଜଣ ସଦସ୍ୟ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆସୁଥିବା ସରକାରୀ ଅନୁଦାନ ରାଶି ସମସ୍ତ ଜିଲ୍ଲା ପରିଷଦଙ୍କୁ ସମାନ ଭାବେ ବଣ୍ଟନ କରିବାକୁ ଦାବି ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସୁଥିବା ୧୫ ତମ ସି ଏଫ ଏସ ଓ ୫ମ ଏସ ଏଫ ସି ଅନୁଦାନ ରାଶିକୁ ସମସ୍ତ ଜିଲ୍ଲା...

କେନ୍ଦ୍ରାପଡା ରସାବଳୀକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଉ ରସାବଳୀ ମିଷ୍ଠାନ ନିର୍ମାତା ସଂଘର ଦାବି

 28-07-2020

କେନ୍ଦ୍ରାପଡ଼ା, 28 ଜୁଲାଇ : କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ (ଭୌଗଳିକ ସଂକେତ) ଟ୍ୟାଗ କରିବା ପାଇଁ ରସାବଳି ମିଷ୍ଠାନ ସଂଘ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ରାପଡା ଗୋପ ଛକ ଠାରେ ରସାବଳୀ ନିର୍ମାଣ କରୁଥିବା ମିଷ୍ଠାନ ବ୍ୟବସାୟୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ଓ ମାସ୍କ ପରିଧାନ କରି କରାଯାଇଥିବା ଏହି ବୈଠକରେ ଆରାଧ୍ୟ ଦେବ ବ...

୨ ଜଣିଆ ଟିମ୍ ଘରକୁ ଘର ବୁଲି ସର୍ଭେ କାମ ସାରିବାକୁ ଜିଲ୍ଲାପାଳଙ୍କ ତାଗିଦ୍‌

 28-07-2020

କେନ୍ଦ୍ରାପଡ଼ା, 28 ଜୁଲାଇ : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ସହ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବା ପାଇଁ ଘର କୁ ଘର ବୁଲି ସର୍ଭେ କାମ ଶିଘ୍ର ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦା କରାଯାଇଛି । ଅଙ୍ଗନବାଡି, ଆଶାକର୍ମୀ, ଏ ଏଲ ଏଫ ର ସଭାପତି ଓ ସଂପାଦକ, ଏଏନ ଏମ ପ୍ରମୁଖ ୭ ଜଣିଆ ଟିମ୍ ଘରକୁ ଘର ବୁଲି ସର୍ଭେ କାମ ଅରମ୍...

କରୋନା ଲକ୍ଷଣ ଲୁଚାଉଥିବା ବ୍ୟକ୍ତିଙ୍କ ପାଇଁ ଜିଲ୍ଲାରେ ବଢୁଛି ସଂକ୍ରମଣ-ଜିଲ୍ଲାପାଳ

 28-07-2020

କେନ୍ଦ୍ରାପଡ଼ା,28 ଜୁଲାଇ : କେନ୍ଦ୍ରାପଡା ଜିଲ୍ଲାରେ କୈାଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ପ୍ରକାଶ ପାଉଥିଲେ ତାକୁ ନଲୁଚାଇ ତୁରନ୍ତ କୋଭିଡ କମିଟିକୁ ଜନାଇବାକୁ ଜିଲ୍ଲାପଳ ସମର୍ଥ ବର୍ମା ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଦିନକୁଦିନ ସଂକ୍ରମଣ ସଂଖ୍ୟା, ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲି ଥିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ନିୟ...