BIG NEWS
ଆଜିବନ ଜେଲ ଭୋଗୁଥିବା ୫ ଜଣ କଏଦୀ ମୁକ୍ତ
Kendujhar: 2 more coroners in the district: The number of victims has risen to 18: 108

କେନ୍ଦୁଝର:ଜିଲ୍ଲାରେ ପୁଣି ୨ କରୋନା ଆକ୍ରାନ୍ତ: ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି :ସୁସ୍ଥ ହେଲେ ୧୦୭ ଜଣ

 06-07-2020

କେନ୍ଦୁଝର, ୬ ଜୁଲାଇ :କେନ୍ଦୁଝର ଜିଲ୍ଲାରେ ଆଜି ସୋମବାର ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରବିବାର ଦିନ ଦ୍ୱିତୀୟ ଥର ଜିଲ୍ଲାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ୨୪ ଘଟାଂ ମଧ୍ୟରେ ସୋମବାର ଦିନ ସକାଳ ୯ ଟା ସୁଦ୍ଧା ଏହି ଦୁଇଜଣ ରୋଗା ଚିହ୍ନଟ ହୋଇଥିଲା ବେଳେ ସମସ୍ତେ କ୍ୟରେଟାଂଇନ କେନ୍ଦ୍ରରୁ ହିଁ ଚିହ୍ନଟ ହୋଇଥିବା...

ବଡ଼ବିଲ ସହରକୁ ସପ୍ତାହକ ପାଇଁ ସଟ୍ ଡାଉନ୍ ଘୋଷଣା

 05-07-2020

କେନ୍ଦୁଝର, ୫ ଜୁଲାଇ : କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଂଚଳରୁ ଆଜି ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୂପ ବଡ଼ବିଲ ସହରକୁ ଆଜି ଠାରୁ ସପ୍ତାହକ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହି ଘୋଷଣା କରିଛନ୍ତି । କଟକଣା ଅନୁଯାୟୀ, ଏହି ଅବଧି ମଧ୍ୟରେ ମାର୍କେଟ୍...

5 more coronas positive in Kendujhar district: 154 cases: All affected quarantine centers were identified.

କେନ୍ଦୁଝର ଜିଲ୍ଲାରେ ପୁଣି ୫ କରୋନା ପଜିଟିଭ: ଆକ୍ରାନ୍ତ ସଂଖ୍ୟା ୧୫୭: ସମସ୍ତ ଆକ୍ରାନ୍ତ କ୍ୟୁରେଟାଂଇନ କେନ୍ଦ୍ରରୁ ଚିହ୍ନଟ ହେଲେ

 04-07-2020

କେନ୍ଦୁଝର,୪ ଜୁଲାଇ - କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗଚକାଲି ଶୁକ୍ରବାର ଦିନ ୬ ଆକ୍ରାନ୍ତ ଚିହ୍ନଟ ପରେ ଆଜି ଶୁକ୍ରବାର ଦିନ ପୁଣି ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକଦିନ ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ସ୍ୱଭାବିକ ଭା...

Life will be 6 months under polythene

୬ ମାସ ହେବ ପଲିଥିନ ତଳେ ବିତୁଛି ଜୀବନ

 03-07-2020

ଆନନ୍ଦପୁର, ୩ ଜୁଲାଇ - ଆନନ୍ଦପୁର ବ୍ଲକ ଅଂଚଳରେ ବହୁ ଆଦିବାସୀ ଲୋକ ଅସହାୟ ଅବସ୍ଥାରେ ରହୁଛନ୍ତି । ଘର ଖଣ୍ଡେ ପାଇଁ ସରପଂଚଙ୍କ ଠାରୁ ବିଧାୟକ ଓ ବିଡିଓଙ୍କ ଜଣେଇଲେ ବି ଆବାସ ଘର ମିଳୁନି । ଓଡିଶାରେ ୫-ଟି ସରକାର କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସେବା ଦେବା ପାଇଁ ଉଦ୍ୟମ କରାଯାଉଛି । ହେଲେ ଆନନ୍ଦପୁର ବିଧାୟକଙ୍କ ଅଂଚଳରେ ଲୋକମାନେ ଠିକ୍ ଭାବେ ସରକାରୀ ସ...