This time for We, not I organisation inaugurates

ଜଟଣୀରେ ଦିସ୍ ଟାଇମ୍ ଫର୍ ୱି ନଟ୍ ଆଇ ସଂଗଠନ ଉଦଘାଟିତ :

 26-05-2020

ଜଟଣୀ, ୨୬ ମଇ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଶ୍ରୀବତ୍ସ ପାଠାଗାର ଠାରେ ଆଜି ଦିସ୍ ଟାଇମ୍ ଫର୍ ୱି ନଟ୍ ଆଇ ନାମକ ଏକ ସାମାଜିକ ସେବା ସଂଗଠନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ସଭାରେ ଜଟଣୀ ନାଗରିକ କମିଟିର ସଭାପତି କ୍ୟାପ୍ଟେନ ମନ୍ମଥ ରାଉତରାୟ, କଳିଙ୍ଗ କୁମାର ସାହୁ, ରାଜ୍ୟ ବିଜ୍ଞାନ କେନ୍ଦ୍ରର ବିଜ୍ଞାନ ପରିଚାଳକ ଅଦ୍ୟୈତ ବଳିଆର...

ଜଟଣୀରେ ଜମି ମାଫିଆଙ୍କ ଦୌରାତ୍ମ , ଲକଡାଉନର ସୁଯୋଗ ନେଇ ଅନ୍ୟ ଜମିରେ ରାସ୍ତା ନିର୍ମାଣ

 26-05-2020

ଜଟଣୀ, 26 ଉବ : ଜଟଣୀ ଅଂଚଳରେ ପୁଣି ଜମି ମାଫିଆଙ୍କ ଦୌରାତ୍ମ ବଢିବାରେ ଲାଗିଛି । କରୋନା ପାଇଁ ଦେଶବ୍ୟାପି ଲକଡାଉନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଜମି ମାଫିଆ ମାନେ ଏବେ ଅନ୍ୟ ଜମିକୁ କବଜା କରି ଜାଲରେ ବିକ୍ରି କରିବା ପାଇଁ ଯୋଜନା, ନିଜ ଜମିକୁ ରାସ୍ତା ନଥିବା କାରଣରୁ ଅନ୍ୟ ଜମିରେ ରାତିରେ ରାସ୍ତା ନିର୍ମାଣ କରିବା ଭଳି କାମ କରୁଥିବା ନଜର ଆସିଛ...

କାଜୁ ଜଙ୍ଗଲରେ ବୋମାମାଡ଼ : ୨ ଗୁରୁତର

 18-05-2020

ଖୋର୍ଦ୍ଧା, ୧୮ ମଇ : ଖୋର୍ଦ୍ଧା ଉପକଣ୍ଠସ୍ଥ ଅର୍ଜୁନପୁର ଗାଁ କାଜୁ ଜଙ୍ଗଲରେ ବୋମାମାଡ଼ କରିଛନ୍ତି ଦୁର୍ବୃତ । ବୋମା ମାଡ଼ରେ ଦୁଇ ଜଣ କାଜୁ ଜଗୁଆଳି ଗୁରୁତର ଭାବେ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ଅଦ୍ୟାବଧି ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜ...

Three new corona positives identified in Khordha district: Total number of victims in the district increased to 57

ଖୋର୍ଦ୍ଧା ଜିଲ୍ଲାରେ ନୂଆ ତିନି କରୋନା ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି

 16-05-2020

ଖୋର୍ଦ୍ଧା, ୧୬ ମଇ - ଖୋର୍ଦ୍ଧା ଜିଲ୍ଲାରେ ଆଜି ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ଜଣେ ୮ ବର୍ଷର ବାଳକ ରହିଥିବା ଜଣାପଡିଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁଂ ରାଉତ କହିଛନ୍ତି ଯେ, ଆଜି ଚିହ୍ନଟ ହୋଇଥିବା ତିନି ଜଣଙ୍କ ମଧ୍ୟରେ ଅନ୍ୟଜଣେ ବାଣ...