ଜୟପୁର ସଦର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ମାମଲା : ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ, ଥାନା ଅଧିକାରିଙ୍କୁ ବଦଳି

 01-09-2020

ଜୟପୁର, 1 ସେପ୍ଟେମ୍ବର : ହାଜତ ମୃତ୍ୟୁ ଘଟଣାର ୨୪ ଘଂଟା ଭିତରେ ଜିଲା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜୟପୁର ସଦର ଥାନାର ହାଜତରେ ଅଭିଯୁକ୍ତ ରାଜସ୍ଥାନର ଗୋପାଳ ରାମ (୪୪)ଙ୍କ ଆତ୍ମହତ୍ୟା ମାମଲାରେ ଜିଲା ପୋଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶନିବାର ବିଳମ୍ବିତ ରାତ୍ରରେ ଏପରି ଆତ୍ମହତ୍ୟା ଘଟଣା ଘଟିଥିଲା ।...

ରାଜସ୍ଥାନରେ ଗତ ୨୪ ଘଂଟାରେ ୬୧୦ କରୋନାର ନୂଆ ମାମଲା

 26-08-2020

ଜୟପୁର , ୨୬ ଅଗଷ୍ଟ : ରାଜସ୍ଥାନରେ ଗତ ୨୪ ଘଂଟାରେ ୬୧୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୩୯୩୫ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୯୮୬ ଜଣଙ୍କର ମୃତ...

badaliguda jeypore

ପାଇଖାନା ଘରେ ଜିବନ

 25-08-2020

ପାଇଖାନା ଘରେ ଜିବନ ବିତାଉଛନ୍ତି ଦମ୍ପତି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ପାଇଖାନା ସାଜିଛି ଆଶ୍ରୟସ୍ଥଳୀ । ଦିଘ୍ୟ 10 ବର୍ଷ ତଳେ ଛାତଛପର ଘର ଟି କରିଥିଲେ ଗଣେଶ ମାଳି କିନ୍ତୁ ପ୍ରବଳ ବର୍ଷା ହେବାରୁ ଘର ମାଟି ରେ ମିଶିଗଲା ।ଫଳରେ ଦିଘ୍ୟ 3 ବର୍ଷ ହେଲା ବାଧ୍ୟ ହୋଇ ପାଇଖାନା ରେ ରହିଆସୁଛନ୍ତି ଗଣେଶ ତାଙ୍କ ସ୍ରୀ ଦୈଇମତି ମାଳୀ। କୋରାପୁଟ ଜିଲ୍ଲା ଜୟପ...

20 ଲକ୍ଷ ଟଙ୍କାର ର ଗଞ୍ଜେଇ ଜବତ ଦୁଇ ଗିରଫ

 21-08-2020

ଜୟପୁର : ବୋରିଗୁମ୍ମା ପୋଲିସ କୁ ମିଳିଲା ପୁଣି ଏକ ବଡସଫଳତା।କୋରାପୁଟ ଜିଲ୍ଲା ର କୋଟପାଡ଼ ଠାରୁ ବିହାର କୁ ଏକ ଟ୍ରକ ଯୋଗେ ହେଉଥଲା ଗଞ୍ଜେଇ ର ଚୋର ଚାଲାଣ।ଆଉ ଠିକ ଏତିକି ବେଳେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୁତରୁ ଖବର ପାଇ ପୋଲିସ ଟିମ ଯୋଗେ ପାର୍ଲି ନିକଟରେ ପହ...