BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା
Sabji Cooler: Keeping Vegetables Fresh and Spreading Smiles among Farmers in Sundargarh

ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

 22-10-2020

(Fast Mail News) - ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ସବଜି କୁଲର ବା ଜିରୋ କୁଲିଙ୍ଗ ଚାମ୍ବର। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ବିଶେଷ ପରିବର୍ତ୍ତନ ଆଣି ପାରିଛି। ପ୍ରଶାସନ ସହଯୋଗରେ ଚାଷୀମାନେ ନିଜ ଅଗଣା ବା...

Jammu and Kashmir approves extension of market intervention plan for seo procurement for 2020-21

ଜମ୍ମୁ-କଶ୍ମୀରରେ 2020-21 ବର୍ଷ ପାଇଁ ସେଓ କ୍ରୟ ଲାଗି ବଜାର ହସ୍ତକ୍ଷେପ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

 22-10-2020

ନୂଆଦିଲ୍ଲୀ, 22 ଅକ୍ଟୋବର:ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜମ୍ମୁ-କଶ୍ମୀରରେ ସେଓ କିଣିବା ପାଇଁ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ କିଣାବିକାର ସର୍...

ନଦୀରେ ହେଲା ବ୍ରିଜ ଚାରିଟି ଗ୍ରାମବାସୀଙ୍କ ସମସ୍ୟା ହେଲା ଦୂର

ନଦୀରେ ହେଲା ବ୍ରିଜ ଚାରିଟି ଗ୍ରାମବାସୀଙ୍କ ସମସ୍ୟା ହେଲା ଦୂର

 13-10-2020

ମାଲକାନଗିରି, ୧ ୩ ଅକ୍ଟୋବର -ଛୋଟିଆ ନଦୀ ଯାହା ବିଛିନ୍ନ କରୁଥିଲା ଗାଁ କୁ ଗାଁ ଠୁ ।କିନ୍ତୁ ଏବେ ସେ ବିଛିନ୍ନ ଏବେ ଦୂର ହେଇଯାଇଛି।ଠିକ ବର୍ଷେ ତଳେ ବିଭିନ୍ନ ଗଣମାଧ୍ୟମ ରେ ସାର କେମିତି ଯିବୁ ସ୍କୁଲ ଶୀର୍ଷକ ରେ କୁନି କୁନି ପିଲାଙ୍କ ସ୍କୁଲ ଯାତାୟାତ ର ଯନ୍ତ୍ରଣା ଓ ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଖବର ବାହାରିଥିଲା ! ଠିକ ବର୍ଷକ...

Sudham, a 60-year-old dissident, didn't get ration card

୬୦ ବର୍ଷର ବୃଦ୍ଧ ଭିନ୍ନକ୍ଷମ ସୁଦାମଙ୍କୁ ମିଳିନି ରାସନକାର୍ଡ

 10-10-2020

କନ୍ଧମାଳ, ୧୦ ଅକ୍ଟୋବର - କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶୀନିପଦର ପଚାଂୟତ ମାଝିପଡା ଗ୍ରାମର ସୁଦାମ ଦିଗାଳ(୬୦) । ଜନ୍ମରୁ ଭିନ୍ନକ୍ଷମ । ଶାରୀରିକ ସହାୟତା କହିଳେ ମିଳିଛି ବିକଳାଙ୍କ ଭତା । ତାଙ୍କର ଆଗ ପଛରେ ଆଉ କେହି ନଥିବା ବେଳେ କେବଳ ଏହି ଭତା ଟଙ୍କା ହିଁ ତାଙ୍କର ଏକମାତ୍ର ସହାୟତା ସେଥିରେ ହିଁ ଜୀବନ ବିତାଉଛନ୍ତି । ମାଝିପଡା ଗାଁ ରେ ଏକ ଭଙ୍ଗା ଦଦରା...