ଦୟନୀୟ ଜୀବନ ଜୀଉଁଛନ୍ତି ଦୁଃଖୁ : ବଢି ଚାଲିଛି ବେକର ଫୋଟକା, ଯନ୍ତ୍ରଣାରେ ବିତୁଛି ଜୀବନ

 28-05-2020

ମାଲକାନଗିରି, ୨୮ ମଇ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପାଙ୍ଗାମ ସଦପଞ୍ଚାୟତରେ ରହୁଛନ୍ତି ଦୁଃଖୁରାମ ଦଳେଇ (୬୨) । ଗତ କିଛି ବର୍ଷ ତଳେ ହଠାତ୍ ତାଙ୍କ ବେକରେ ଛୋଟ ଘା ଟିଏ ହୋଇଥିଲା । ପରେ ତାହା ବଢି ବଢି ଟ୍ୟୁମର ହୋଇଯାଇଥିଲା । ଚିକିତ୍ସା ପାଇଁ ହାତରେ ଅର୍ଥ ନାହିଁ । ଏଭଳି ପରିସ୍ଥିତିରେ ପରିବାରର ସବୁ ବୋଝ ତୁଲାଉଛନ୍ତି ତାଙ୍କ ମା ସଦାମଣି ଦଳେଇ (୮୭) । ପ...

Generosity of Malkangiri District Project Director

ମାଲକାନଗିରି ଜିଲ୍ଲାର ପ୍ରକଳ୍ପ ନିର୍ଦେଶକଙ୍କ ବଦାନ୍ୟତା

 28-05-2020

ଅମରେନ୍ଦ୍ର ଦାସ / ମାଲକାନଗିରି (FMODIA.IN) - ମାଲକାନଗିରି ଜିଲ୍ଲା ଗ୍ରୀନଜୋନରେ ଗତି କରୁଥିଲା । ତେବେ ହଜାର ହଜାର ଶ୍ରମିକ ମାନେ ନିଜ ନିଜ ଘର ବାହୁଡା ହେବ ପରେ 19 ଜଣ ପୋଜେଟିଭି ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇଛି । ତେବେ ମାଲକାନଗିରି ଜିଲ୍ଲାରେ କରୋନା ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଭୟ ସୃଷ୍ଟି ହୋଇଛି । କିନ୍ତୁ ବଜାର ବାଟ ସ୍ୱାଭାବିକ ହୋଇଛି...

ମାଲକାନଗିରିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଛତିଶଗଡ଼ ରାଜ୍ୟ ସୀମା ସିଲ୍ କଲେ ସୁକମା ଜିଲ୍ଲାପାଳ

 27-05-2020

ମାଲକାନଗିରି, ୨ ୭ ମଇ : ମାଲକାନଗିରି ଜିଲ୍ଲାରେ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମାଲକାନଗିରି ଜିଲ୍ଲାବାସୀ ଯେତିକି ଭୟଭିତ ହୋଇନାହାନ୍ତି ତାଠାରୁ ଅଧିକ ଭୟଭିତ ହୋଇପଡିଛନ୍ତି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ପ୍ରଶାସନ । ବର୍ତମାନ ସୁଦ୍ଧା ସୁକୁମା ଜିଲ୍ଲା କରୋନା ମୁକ୍ତ ରହିଛି । ମାଲକାନଗିରିରୁ ସୁକୁମାକୁ ଆସୁଥିବା ଲୋକଙ୍କ ଦ୍ୱାରା ସଂକ୍ର...

କୋଭିଡ-୧୯ ମେଡିକାଲ ସଫେଇ ଓ ସୁରକ୍ଷା କର୍ମଚାରୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ

 27-05-2020

ମାଲକାନଗିରି, ୨୭ ମଇ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କୋଭିଡ-୧୯ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ତାହାର ସମାଧାନ କରାଯାଇନଥିବା ଅଭିଯୋଗ କରିଛନ୍ତି । ଏଠାରେ ୩0 ଜଣ ସଫେଇ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ କାମ...