From Mayurbhanj, the number of new cases has risen to 421

ମୟୂରଭଞ୍ଜରୁ ୩୪ ନୂଆ ପଜିଟିଭ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୮୨୧କୁ ବୃଦ୍ଧି

 07-08-2020

ବାରିପଦା, ୭ ଅଗଷ୍ଟ - ଆଜି ମୟୂରଭଞ୍ଜ ଜିଲ୍ଲାରୁ ୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା ୮୨୧କୁ ବୃଦ୍ଧି ପାଇଛି । କପ୍ତିପଦା ୨ ଓ କରଞ୍ଜିଆ ବ୍ଲକରେ ସଙ୍ଗରୋଧ କେନ୍ଦ୍ରରୁ ୨ ଏହିପରି ମୋଟ ୪ ଜଣ ଚିହ୍ନଟ ହୋଇଥିବା ବେଳେ ଏମାନେ ଆନ୍ଧ୍ରପ୍ରଦେଶ-୨, ଜମ୍ମୁ ଓ କାଶ୍ମୀର- ୧ ଓ ପଶ୍ଚିମବଙ୍ଗ ରାଜ୍ୟ ଫେର...

ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଦରମା ପ୍ରଦାନରେ ଘୋଟାଲା, କମିଟି ପକ୍ଷରୁ ତଦନ୍ତ ଆରମ୍ଭ

 07-08-2020

ବାରିପଦା, 7 ଅଗଷ୍ଟ : ବାରିପଦା ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧୀନ ଆଦ୍ୟା ଉର୍ଜା ସଲୁ୍ୟସନ୍ସ ପ୍ରାଇଭେଟ ଲିମିଟେଡ଼ ଏଜେନ୍ସୀ ପକ୍ଷରୁ ନିଯୁକ୍ତି ପାଇଥିବା ପ୍ରାୟ ୨୬୩ରୁ ଅଧିକ ଠିକା କର୍ମଚାରୀମାନଙ୍କୁ ଦରମା ପ୍ରଦାନରେ ମହାଘୋଟାଲା ହୋଇଥିବାର ଅଭିଯୋଗ ହୋଇଛି । ଟିକା ନେଇଥିବା ଏଜେନ୍ସୀ ପକ୍ଷରୁ ୩୩/୧୧ କେଭି ସବଷ୍ଟେସନଗୁଡ଼ିକରେ କାର୍ଯ୍ୟରତ ଠିକା ବିଦୁ୍ୟତ...

mayurbhanj corona cases reached 763

ମୟୂରଭଞ୍ଜରୁ ୧୫ ନୂଆ ପଜିଟିଭ୍ ଚିହ୍ନଟ : ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ କୁ ବୃଦ୍ଧି

 05-08-2020

ବାରିପଦା, ୫ ଅଗଷ୍ଟ- ମୟୂରଭଞ୍ଜ ଜିଲ୍ଲାରୁ ଆଜି ୧୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ନିମନ୍ତେ ରାଇରଙ୍ଗପୁର ପୌରପରିଷଦରୁ ଜଣେ ଲୋକାଲରୁ କରୋନା ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଛି । ଆଜିକୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତମାନଙ୍କ ସଂଖ୍ୟା ୭୬୩ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ରାସଗୋବିନ୍ଦପୁ...

ନିଲମ୍ବିତ ପୂର୍ବତନ ତହସିଲଦାରଙ୍କ ଅଡ଼ୁଆ ବଢ଼ିଲା

 04-08-2020

ବାରିପଦା, 04 ଅଗଷ୍ଟ : ବେତନଟୀ ତହସିଲର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ସହିତ ଲଘୁ ଖଣିଜ ସମ୍ପଦ ଚୋରା ବ୍ୟବସାୟ ଚଳାଇଥିବା ମାଫିଆମାନଙ୍କ ସହିତ ଲିଙ୍କ ଅଭିଯୋଗ ଉପରେ ତଦନ୍ତ କରିବା ନିମନ୍ତେ ଆଜି କ୍ରାଇମବ୍ରାଂଚ ଡ଼ିଏସପି ବିକାଶ ବେହୁରୀଆଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ଆସି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ପହଂଚି ମୟୂରଭଞ୍ଜ ଆରକ୍ଷୀ ଅଧି...