Karona reached Nabarangpur

ନବରଙ୍ଗପୁରରେ ପହଁଚିଲା କରୋନା

 23-05-2020

ତୁଷାର ମୋହନ / ନବରଙ୍ଗପୁର (FMODIA.IN) - ନବରଙ୍ଗପୁର ଜିଲ୍ଲାରେ ଆଜି ଜଣେ 20 ବର୍ଷର ଯୁବକ କରୋନା ପଜିଟିନରେ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପାଳ ସୂଚନା ଦେଇ ଲୋକଙ୍କୁ ସଜାଗ ରହିବା ନିମନ୍ତେ ସଚେତନ କରାଇଛନ୍ତି । ଉକ୍ତ ଯୁବକ ଜଣକ ତାମିଲନାଡୁରୁ ଫେରି ସଂଘରୋଧ ଗୃହରେ ରହିଥିଲେ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 3987 ପ୍ରବାସୀ...

ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ମାସ୍କ ପ୍ରସ୍ତୁତ କରାଗଲା

 11-05-2020

ନୂଆଦିଲ୍ଲୀ, 11 ମଇ : କରୋନା ଭୂତାଣୁ ସଂକ୍ରମଣରୁ ବର୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାରଣରୁ ମାସ୍କ ପିନ୍ଧିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁହଁକୁ ଭଲ ଭାବେ ଘୋଡ଼ାଇବା ଦ୍ୱାରା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଅନେକ ପରିମାଣରେ ହ୍ରାସ କରାଯାଇପାରିବ । ଏହାକୁ ଦୃଷ୍ଟିରେ...

The death of a minor who fell from a tractor

ଟ୍ରାକ୍ଟରରୁ ଖସିପଡ଼ି ନାବାଳିକାର ମୃତ୍ୟୁ

 08-05-2020

ବୈଷ୍ଣବ ନାୟକ / ଉମରକୋଟ (FMODIA.IN) - ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡୀବେଡ଼ା ଠାରେ ଘଟିଛି ଏକ ଅଘଟଣ l ସୂଚନା ଅନୁଯାଇ ମୁଣ୍ଡୀବେଡ଼ା ଗ୍ରାମର ଜଣେ ନାବାଳିକା କୁମାରୀ ମାଳତୀ ମାଝୀ (14) ଏକ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏବଂ ଆଜି ସକାଳେ ଉକ୍ତ ଟ୍ରାକ୍ଟର ଟି ବାଲି ଅନଲୋଡ଼ କରି ଫେରିଲାବେଳେ ମୁଣ୍ଡୀବେଡ଼ା ଗ୍ରାମର ଏ...

Nabarangpur: District Natural Disaster Meeting

ନବରଙ୍ଗପୁର : ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ବୈଠକ

 05-05-2020

ତୁଷାର ମୋହନ / ନବରଙ୍ଗପୁର ( FMODIA.IN) - ଗତକାଲି ସ୍ଥାନୀୟ ମିଶନ ଶକ୍ତି ବୈଠକ ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ଷକୁ ବର୍ଷ ନବରଙ୍ଗପୁରରେ ବନ୍ୟା ଆସି ଲୋକ ମାନଙ୍କ ଧନ ଜୀବନ ନଷ୍ଟ ହେଉଥିବାରୁ, ଆଗାମୀ ଦିନର...