9 deaths in Karona in Rajasthan: 499 infected in 15 districts

ରାଜସ୍ଥାନରେ କରୋନାରେ ୯ ଜଣଙ୍କ ମୃତ୍ୟୁ : ୧୫ ଜିଲ୍ଲାରେ ୪୯୯ ସଂକ୍ରମିତ

 08-08-2020

ଜୟପୁର, ୦୮ ଅଗଷ୍ଟ ରାଜସ୍ଥାନରେ କରୋନା ସଂକ୍ରମଣରେ ଶନିବାର ସକାଳ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫ ଜିଲ୍ଲାରେ ୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାରାଂ ଓ କୋଟାରୁ ୩-୩, ବିକାନେର, ଜୟପୁର ଓ ଟୋଂକ ରୁ ୧-୧ ରୋଗୀ ମୃତ୍ୟୁବରଣ କରିଛନ୍ତି । ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୬୫୬ ରେ ପହଂଚିଛି । ପ୍ରଦେଶରେ ଶନିବାର ଦିନ ଅଳ...

ପ୍ରଧାନମନ୍ତ୍ରୀ ମୋଦି ରବିବାର ଜାରୀ କରିବେ ପିଏମ କିସାନ ଯୋଜନାର ଷଷ୍ଠ କିସ୍ତି

 08-08-2020

ନୂଆଦିଲ୍ଲୀ, ୦୮ ଅଗଷ୍ଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପିଏମ କିସାନ ଯୋଜନାର ଷଷ୍ଠ କିସ୍ତି ଜାରୀ କରିବେ । ଏହା ସହ ସେ କୃଷି ଭିତିଭୂମି ପାଣ୍ଠିରେ ଏକ ଲକ୍ଷ କୋଟି ଟଙ୍କାର ବିତ ପୋଷଣ ସୁବିଧାର ମଧ୍ୟ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ପିଏମଓ ପକ୍ଷରୁ ଦିଆଯାଇଥିବା...

ଡେପସାଙ୍ଗ ଅଂଚଳରେ ବିବାଦ : ସେନା ହଟାଇବାକୁ ଚୀନ୍ ସହ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଜାରି

 08-08-2020

ନୂଆଦିଲ୍ଲୀ , ୦୮ ଅଗଷ୍ଟ : ଗଲୱାନ୍ ଅଂଚଳର ଉତରରେ ଥିବା ଡେପସାଙ୍ଗ ସମତଳ ଅଂଚଳରୁ ସୈନ୍ୟ ହଟାଇବା ଭାରତ ଏବଂ ଚୀନ୍ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା ଜାରି ରହିଛି । ଏହି ବାର୍ତାଳାପ ଦୌଲତ ବେଗ ଓଲଡି ଠାରେ ଚାଲିଛି । ଭାରତ ପକ୍ଷରୁ ୩ ମାଉେଂଟନ୍ ଡିଭିଜନର ଜେନେରାଲ୍ ଅଫିସର କମାଣ୍ଡିଂ ମେଜର ଜେନେରାଲ୍ ଅଭିଜିତ୍ ବାପଟ ଏହି ଆଲୋଚନାରେ ରହିଛନ୍ତି । ଚୀନ୍...

Investigations into the Kerala plane crash have begun, with 14 dead so far

କେରଳ ବିମାନ ଦୁର୍ଘଟଣାର ଜାଂଚ ଆରମ୍ଭ, ବର୍ତମାନ ଯାଏ ୧୮ ମୃତ ସୂଚନା

 08-08-2020

ନୂଆଦିଲ୍ଲୀ, ୦୮ ଅଗଷ୍ଟ : କେରଳର କୋଝିକୋଡ ସ୍ଥିତ କରିପୁର ଆନ୍ତର୍ଜାତିକ ବିମାନ ବନ୍ଦରରେ ଘଟିଥିବା ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ବର୍ତମାନ ଯାଏ ୧୮ ଜଣଙ୍କର ମୃତ୍ୟୁ ଘଟିଛିା ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଦୁଇ ଭାଗରେ ବିଭକ୍ତ ହୋଇ ଯାଇଥିଲେ । ବିମାନର ଧ୍ୱଂସାବଶେଷରୁ ଫସି ରହିଥିବା ସମସ୍ତ ଲୋକଙ୍କୁ ବାହାର କରିବାର କାମ ଗତ କାଲି ମଧ୍ୟରାତ୍...