- କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ହିଁ ସର୍ତ୍ତକୁ ଅଖଣ୍ଡ ଓ ବିକଶିତ ରାଷ୍ଟ୍ରର ପରିଣତ କରିବ -- ଶ୍ରୀ ଅନିଲ ଚୌ...
- ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
- ଟୀକାକରଣ ପରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହ କଥାବାର୍ତା ହେଲେ ମୁଖ୍ୟମନ୍ତ୍ରୀ
- ପାଇଖାନା ନିର୍ମାଣରେ ଦୁର୍ନୀତି ଅଭିଯୋଗ : ଝରିଗାଁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ
- ପଥର ବୋଝେଇ ଟ୍ରକ୍ ଓଲଟିଲା : ଜଣେ ମୃତ, ୧ ଗୁରୁତର

ପରୀ ହତ୍ୟା ମାମଲା : ପୋଖରୀ ଶୁଖାଇ ଆବଶ୍ୟକ ପ୍ରମାଣ ସଂଗ୍ରହ କଲା ଏସଆଇଟି : ଅଭିଯୁକ୍ତ ସରୋଜର ତିନି ଦିନିଆ ରିମାଣ୍ଡର ଦ୍ୱିତୀୟ ଦିନ
23-12-2020
ନୟାଗଡ଼, ୨୩ ଡ଼ିସେମ୍ବର - ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଯେଉଁ ପୋଖରୀ ହୁଡ଼ାରୁ କୁନି ଝିଅ ପରୀର କଙ୍କାଳ ମିଳିଥିଲା ଏସଆଇଟିର ନିର୍ଦ୍ଦେଶ କ୍ରମେ ଯଦୁପୁର ଗ୍ରାମରେ ଥିବା ସେହି ପୋଖରୀର ପାଣି ଶୁଖାଯିବା ଏବଂ ପୋଖରୀ ମଧ୍ୟରୁ ଲେଗିନ୍ସ ମିଳିବା ପରେ ଆଜି ନୟାଗଡ଼ ଯଦୁପୁର ଗସ୍ତରେ ଯାଇଥିଲେ ଆଇଜି ଅରୁଣ ବୋଥ୍ରା । ସେଠାରେ ପହଂଚି ସେ ଓଡ଼୍ରାଫ୍ ଟିମ୍ ଓ ଅଗ୍ନିଶମ ବ...

ନୟାଗଡର ପରୀ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆମେ ଭାରତବାସୀ ତରଫରୁ ବିକ୍ଷୋଭ
24-11-2020
ଭୁବନେଶ୍ୱର, ୨୪ନଭେମ୍ବର - ନୟାଗଡ଼ ଜିଲ୍ଲାର ନାବାଳିକା ପରୀ ହତ୍ୟାକାଣ୍ଡର ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମେ ଭାରତବାସୀ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଂଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୟାଗଡର ଶିଶୁ କନ୍ୟା ପରୀକୁ ଜୁଲାଇ ୧୪ ତାରିଖରେ ଅପହରଣ କରାଯିବା ପରେ ୨୩ ଜୁଲାଇରେ ତାର ମୃତ ଶରୀରର ଅଂଶବିଶେଷ ମିଳ...

ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ତିନି ମହିଳାଙ୍କ ସମେତ ୬ ମୃତ : ଜଣେ ଗୁରୁତର
24-11-2020
ନୟାଗଡ଼, ୨୪ ନଭେମ୍ବର - ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର । ଫଳରେ ତିନି ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲ...

ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର
24-11-2020
ନୟାଗଡ଼, ୨୪ ନଭେମ୍ବର - ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର । ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଗୁରୁତର ଅନ୍ୟ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଅପରାହ୍ନରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲା ଶରଣକୂଳ ବଜାର ଠାରୁ ଅଳ୍ପ ଦୂର ଚୁଡ଼ା ମିଲ୍ ନିକଟର...