BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

କାମ୍ପା ନିବେଶ ଦେଲା ଲାଭ, ରାଜ୍ୟରେ ୨୭୪ ବର୍ଗ କିମିରେ ଜଙ୍ଗଲ ବଢିଲା

FMODIA.IN 11-02-2020
274 aquare kilometer forest increased in odisha,says campa

ଭୁୁବନେଶ୍ୱର, ୧୧ ଫେବୃଆରୀ କମ୍ପେନସଟରୀ ଆଫରେଷ୍ଟ୍ରେସନ ଫଣ୍ଡ ମ୍ୟାନେଜମେଂଟ ଅଥରିଟିର ନିବେଶ ଫଳରେ ଗତ ଦୁଇ ବର୍ଷରେ ରାଜ୍ୟରେ ୨୭୪ ବର୍ଗ କିମି ଜଂଗଲ ବୃଦ୍ଧି ହୋଇଛିା ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ଇଂଡିଆ ଷ୍ଟେଟ ଅଫ ରିପୋର୍ଟରେ ଏହା ଉଲ୍ଲେଖ କରା ଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କାମ୍ପା ଷ୍ଟିଅରିଂ କମିଟିର ବୈଠକରେ ଏହି ସୂଚନା ଦିଆ ଯାଇଛି ।

ଏହି ବୈଠକରେ ବିକାଶ କମିଶନର ସୁରେଶ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in