BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କଣିହାଁ ବ୍ଲକରେ ବ୍ୟାପକ ହାତୀ ଉପଦ୍ରବ ପ୍ରତିବାଦରେ ବିଜେପିର ବିକ୍ଷୋଭ

FMODIA.IN 15-10-2020
BJP Kaniha demonstrates at block office against elephant menace in kaniha block

( Fast Mail News) - ଦୀର୍ଘଦିନ ଧରି 40ରୁ ଉର୍ଧ୍ବ ହାତୀ କଣିହାଁ ବ୍ଲକ 2ଟି ରେଞ୍ଜେରେ ଉପଦ୍ରବ କରି ବ୍ୟାପକ ଧାନ ଚାଷ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରିବା ସହିତ 6ରୁ ଊର୍ଦ୍ଧ ଲୋକଙ୍କୁ ମାରିଥିଲେ ମଧ୍ୟବର୍ତମାନ ସୁଦ୍ଧା କ୍ଷତି ପୂରଣ ମିଳି ନାହିଁ । କମ କର୍ମଚାରୀ ଥିବା କାରଣରୁ ସରକାର ସମ୍ପୂର୍ଣ୍ଣ ଧନ ଜୀବନ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।ସମ୍ପୂର୍ଣ ହାତୀ ଘଉଡାଇବା,ଫସଲ କ୍ଷୟକ୍ଷତିର ସଠିକ ଆକଳନ , ହାତୀ ସ୍କ୍ବାର୍ଡରେ ଅଧିକ ନିଯୁକ୍ତି , ତାର ବାଡ଼ ନିର୍ମାଣ ପ୍ରଭୁତି ଦାବିରେ ଆଜି କଣିହାଁ ବ୍ବୀଲକ ସମ୍ମୁଖରେ ବିଜେପି ପକ୍ଷରୁ ଆନ୍ଦୋଲନ କରାଯାଇଥିଲା ।

ଜିଲ୍ଲା ବନାଧିକାରୀ ଓ ଅନ୍ୟ ଅଧିକାରୀଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ବିଡିଓରମେଶ ଜେନା ଓ ରେଞ୍ଜର ଥାନା ଅଧିକାରୀ ପ୍ରମୁଖ ପ୍ରତିଶୃତି ଦେଲା ପରେ ଆନ୍ଦୋଳନରୁ ଓହରିତିଲେ ବିଜେପି କର୍କୁମୀ ।ଆନ୍ଦୋଳନରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତିଯୋଗଦେଇ ସରକାର ଧନ ଜୀବନ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଥିଲେ ।ତୁରନ୍ତ ସମIଧନ ସହ ଅଂଚଳରୁ ତୁରନ୍ତ ଅନ୍ୟତ୍ରନଘଉଡାଇଲେ ଆମେ ସରକାରୀ କର୍ମଚାରୀଙ୍କୁ ଘଉଡାଇବାର ବ୍ୟବସ୍ତା କରିବୁ ବୋଲି ଅଶୋକ ମହାନ୍ତି ଧମକ ଇଛନ୍ତି ।

ଆଜିର ଆନ୍ଦୋଳନରେବ୍ଲକ ଅଧକ୍ଷା ନମିତା ସାହୂ, ଜିଲା ଉପସଭାପତି ନୃସିଂହ ବରାଳ, ମଣ୍ଡଳ ସଭାପତି ଉପା ଧକ୍ଷ ତ୍ରିପୁରାରୀ ପ୍ରଧାନ, ମଣ୍ଡଳ ସଭାପତି ପ୍ରହଲ୍ଲାଦ ସାମଲ, ସମିତି ସଭ୍ୟ କଣିହାଁ ମଣ୍ଡଳ ସଭପତି ଦେବେନ୍ଦ୍ର ବାରିକ ଜିଲା କମିଟି ସଦସ୍ୟ ସୁମନ୍ତ ପ୍ରଧାନସୌଭାଗ୍ୟ ରାଉତ, ସରପଂଚ ଲୋକନାଥ ସାହୂ , ଗୋପବନ୍ଧୁ ସେଠି ,ସୁଶାନ୍ତ ସାମଲ ,କର୍ଣ ଭୁତିଆ ସତ୍ୟନନ୍ଦ ନାୟକ, ହରେକୃଷ୍ଣ ପ୍ରଧାନ ନିର୍ମଳ ବେହେରା ଵିନୋଦ ଧୀର ପ୍ରମୁଖ ଯୋଗଦେଇଥଲେ ।