BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲଗ୍ ଡାଉନ ଭିତରେ ଭଦ୍ରକ ରେଳ ଷ୍ଟେସନ

FMODIA.IN 24-03-2020
luckdown_Bhadrak _railway _station

ଭଦ୍ରକ : କେରୋନା ଭୂତାଣୁ ସଂକ୍ରମଣରୁ ଜନସାଧାରଙ୍କୁ ସୁରକ୍ଷା ଦେବା ପ୍ରଚେଷ୍ଟାରେ ସରକାର ସର୍ବାଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ପ୍ରଥମେ ଉଡାଜାହଜ ଓ ପରେ ଟ୍ରେନ୍ ବସ୍ ଇତ୍ୟାଦି ବନ୍ଦ କରିଥିବା ବେଳେ ଚରମ୍ପାରେ ଥିବା ଭଦ୍ରକ ରେଳ ଷ୍ଟେସନରେ ମଧ୍ୟ ଏହା କଡାକଡ଼ି ଭାବେ ଲାଗୁ ହୋଇଥିବା ଦେଖାଯାଇଛି । ସଦା ଗହଳ - ଚହଳରେ ଘୋ-ଘୋ ଡାକୁ ଥିବା ଚରମ୍ପାର ଏହି ଷ୍ଟେସନ୍ ରେ ଏବେ ଛାଇ ଯାଇଛି ଶୁନ୍ ଶାନ ନୀରବତା । ଷ୍ଟେସନ ଭିତର ଫାଙ୍କା ସାମନା ବି ଫାଙ୍କା । ସାମାଜିକ ଦୂରତା ଓ ବିଭିନ୍ନ ଆଡୁ ଆସୁଥିବା ଯାତ୍ରୀମାନଙ୍କ ମାଧ୍ୟମରେ ଲୁଚି ରହିଥିବା କୋରନା ଭୂତାଣୁ ଜନୀତ ସଂକ୍ରମଣ ରୋକିବାର ଏହି ପ୍ରଚେଷ୍ଟା କଡାକଡି ଭାବରେ ସବୁଆଡ଼େ କାର୍ଯ୍ୟ କରାଯାଉଥିବା ବେଳେ ଚରମ୍ପା ରେଳ ଷ୍ଟେସନ ସମେତ ସମଗ୍ର ଭଦ୍ରକରେ ଲଗ୍ ଆଉଟ ନିର୍ଦ୍ଧାରିତ ଦିବସ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in