BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଇସିୟୁଲେସନ ପରିଦର୍ଶନ କରିଲେ ଜିଲ୍ଲାପାଳ

FMODIA.IN 25-03-2020
The district attorney visited the ICU

ଭଦ୍ରକ : କରୋନା କୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଘନ ଘନ ବୈଠକ ସହିତ ଗତକାଲି ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ୨୧ ଦିନ ଭାରତ ଲକଡାଉନ ପରେ ତତ୍ପର ହୋଇଉଠିଛି ଜିଲ୍ଲା ପ୍ରଶାସନ । ଆଜି ଉଦ୍ରକ ଜିଲ୍ଲାପାଳ ବାସୁଦେବପୁର ଗୋଷ୍ଠି ସ୍ଵାସ୍ଥକେନ୍ଦ୍ର ରେ ଥିବା ଆଇସିୟୁଲେସନ ୱାଡ଼ ବୁଲି ଦେଖିଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in