BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଭଦ୍ରକରେ ଅଗ୍ନିକାଣ୍ଡ, ସ୍ତ୍ରୀ ଜଳିଗଲେ, ସ୍ୱାମୀ ଗୁରୁତର, ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ସନ୍ଦେହ

FMODIA.IN 12-02-2020
wife charred to death,husband critical s fire engulfs home

ଭଦ୍ରକ, 12 ଫେବୃଆରୀ ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ସେରପୁର ଗାଁରେ ନିଆଁ ଲାଗି ସରୋଜିନୀ ପରିଡା ନାମକ ମହିଳାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ତାଙ୍କର ସ୍ୱାମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁ ତିନି ବଖରା ଘର ମଧ୍ୟ ଜଳି ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ସେରପୁର ଗାଁର ସରୋଜିନୀ ସକାଳୁ ସରୋଜିନୀ ରୋଷେଇ କରୁଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀ ସରୋଜିନୀ ପରିଡା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in