୧୪୦ ଜଣଙ୍କ ଠାରୁ ଜୋରିମାନା ଆଦାୟ

FMODIA.IN 26-06-2020

ଭୁବନେଶ୍ୱର, ୨୬ ଜୁନ । ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୧୪୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ବ୍ରହ୍ମପୁର ଏସପି ରା ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା