BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ମୋ ସରକାର ଋଣ ଗ୍ରସ୍ତ ଅବସ୍ଥାରୁ ଆସି ଋଣ ସ୍ଥିରତା ହାସଲ କରିଛି – ରାଜ୍ୟପାଳ

FMODIA.IN 14-02-2020
Loan burden reduced in odisha,says odisha governor Prof ganesilal

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ମୋ ସରକାର ଋଣ ଗ୍ରସ୍ତ ଅବସ୍ଥାରୁ ଆସି ଋଣ ସ୍ଥିରତା ହାସଲ କରିଛି । ୨୦୦୨-୦୩ରେ ମୋଟ ଋଣ ଘରୋଇ ଅନୁପାତ ୫୦.୭ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଏହା ୧୬.୮ ପ୍ରତିଶତକୁ ହ୍ରାସ ପାଇଛି । ରାଜସ୍ୱ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ରେ ୪୦.୨ ପ୍ରତିଶତ ଥିବା ବେଳେ୍ ୨୦୧୮-୧୯ରେ ଏହା ୫.୮ ପ୍ରତିଶତ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in