ଆବେଦନ ପତ୍ର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

FMODIA.IN 25-06-2020

ଭୁବନେଶ୍ୱର, ୨୫ ଜୁନ - ବିଧାନସଭାର ଆବେଦନ ପତ୍ର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୫୫ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ କମିଟିର ସଦସ୍ୟ ମାନଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।