BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ଉ : ବାଲିଗୁଡ଼ାରେ ୯୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଗଲା

FMODIA.IN 04-11-2020

କନ୍ଧମାଳ, ୪ ନଭେମ୍ବର :-- କନ୍ଧମାଳ ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଗତ ତିନି ଦିନ ଧରି ବେଆଇନ ଗଞ୍ଜେଇ ଚାଷ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜାରୀ ରହିଛି । ଗତକାଲି ସୁଦ୍ଧା ବାଲିଗୁଡ଼ାରେ ୯୫ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଚାଷକୁ କଟାଯିବା ପରେ ପୋଡ଼ି ନଷ୍ଟ କରାଯାଇଛି ।