BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ମାର୍ଶାଘାଇରେ ଲକ୍ ଡାଉନ ନିୟମ ଭାଙ୍ଗି ୧୭ ଜଣ ଗିରଫ, ୧୨ ଟି ବାଇକ୍ ଜବତ

FMODIA.IN 25-03-2020
Sixteen people were arrested and 12 bikes were seized in violation of the Lockdown Act in kendrapara marshaghai

ପ୍ରମୋଦ ଚନ୍ଦ୍ର ସ୍ବାଇଁ

(FMODIA.IN) - କେନ୍ଦ୍ରାପଡା ଜିଲ୍ଲାରେ ଲକ୍ ଡାଉନ୍ ନିୟମକୁ କଡାକଡି କରିଛି ପୋଲିସ। ଆଜି ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲକ୍ ଡାଉନ ନିୟମ ନମାନି ବେପରୁଆ ଭାବେ ଯାତାୟାତ କରୁଥିବା ଯୋଗୁଁ ପୋଲିସ୍ ଚଢାଉ କରି ୬ ଟି ମାମଲା ରୁଜୁ କରି ୧୭ ଜଣଙ୍କୁ ଗିରଫ କରିବା ସହିତ ୧୨ ଟି ଗାଡି ଜବତ କରିଛି ।ପୋଲିସର କାର୍ଯ୍ଯାନୁଷ୍ଠାନକୁ ସାଧାରଣ ଲୋକେ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in