BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲକ୍ ଡାଉନ୍ କଟକଣା ନମାନି ଜରିମାନା ଦେଲେ ହୋଟେଲ ମାଲିକ

FMODIA.IN 23-03-2020
The hotel owner was fined for failing to obey  lock down in bhadrak

ଭଦ୍ରକ, ୨୩ ମାର୍ଚ୍ଚ - ଏହି ଜିଲାର ବାସୁଦେବପୁର ପୌରପାଳିକା ବଜାରରେ ଜଣେ ହୋଟେଲ ବ୍ୟବସାୟୀକୁ ଦେବାକୁ ପଡିଛି ଏହି ତଣ୍ଡ । ସୂଚନା ଅନୁସାରେ ହୋଟେଲ ଜଗା କାଳିଆ ନାମକ ଏକ ହୋଟେଲ ଆଗ ସଟର ବନ୍ଦ କରି ଗରାଖ ମାନଙ୍କୁ ଭିତର କୋଠରୀରେ ଖାଇବାକୁ ଦେଉଥିଲେ । ଖବର ପାଇ ବାସୁଦେବପୁର ତହସିଲଦାର ଆଗ ସଟର ଖୋଲିବାକୁ କହିଥିଲେ । ପରେ ଦେଖିବାକୁ ପାଇଥିଲେ ଭିତର ରୁମ୍ରେ କିଛି ଲୋକ ବସି ଖାଉଛନ୍ତି । ପରେ ଉକ୍ତ ହୋଟେଲର ମାଲିକଙ୍କ ଉପରେ ୫ ହଜାର ଟଙ୍କା ଅର୍ଥ ଫାଇନ୍ କରିଥିଲେ ବାସୁଦେବପୁର ତହସିଲଦାର ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in