BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

କୁକୁଡା ଖାଇବା ଦ୍ବାରା କରୋନା ହେଇଥିବା କଥା ଅମୂଳକ – ଡିଏମଇଟି

FMODIA.IN 09-03-2020
Eating chicken is not for coronary heart disease - DMIT

କଟକ, ୦୯ ମାର୍ଚ - କୁକୁଡା ଖାଇବା ଦ୍ଵାରା କରୋନା ହେଇଥିବା ଯେଉଁ ପ୍ରଚାର ଚାଲିଛି ତାହା ଅମୂଳକ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ କୁକୁଡା ଖାଇଲେ କରୋନା ବ୍ୟାପିବାର କୌଣସି ତଥ୍ୟ ନାହିଁ । ତେଣୁ ଏହା ସମ୍ପୂର୍ଣ୍ଣ ଅମୂଳକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in