BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ଅନଲାଇନ କାଉନସେଲିଂ ହେଲ୍ପଲାଇନର କଲେ ଉନ୍ମୋଚନ

FMODIA.IN 11-05-2020

ଭୁବନେଶ୍ୱର, 11ମଇ :କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ସୋମବାର ଦିନ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ କାଉନସେଲିଂ ହେଲ୍ପଲାଇନ ଭରସାର ଉନ୍ମୋଚନ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଏହି ହେଲ୍ପଲାଇନ କରୋନା ମହାମାରୀ ସଂକ୍ରମଣ ସମୟରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମନସ୍ତାତ୍ୱିକ ପରାମର୍ଶ ଯୋଗାଇବ । ଭରସାର ଉନ୍ମୋଚନ ଅବସରରେ ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଓ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।