ପାଲା ଆମ ସଂସ୍କୃତି ଓ ପରମ୍ପରା : ଗାୟକ ଶରତକୁମାର ଗ୍ରହାଚାର୍ଯ୍ୟ

FMODIA.IN 01-08-2020
Pala_Odisha_Ep_23

Fast Mail News

ଭୁବନେଶ୍ୱର : ଓଡ଼ିଶାର ଲୋକକଳା ପାଲା ପରମ୍ପରାରେ ଯୁବଗାୟକ ଶ୍ରୀଯୁକ୍ତ ଶରତ କୁମାର ଗ୍ରହାଚାର୍ଯ୍ଯ ନିଜର ସାଧନା ଅଧ୍ୟବସାୟ ଉଦ୍ୟମରେ ଓଡ଼ିଶାର କୋଣାନୁକୋଣରେ ପାଲା ପରିବେଷଣ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିପୁରୀ ଜିଲ୍ଲାର କୋଣାର୍କ ସନ୍ନିକଟ ଗୋପବ୍ଲକ ଅନ୍ତର୍ଗତ ସାରଡା ଗ୍ରାମରେ ତା ୧୦-୦୫-୧୯୭୬ ମସିହାରେ ଜନ୍ମଗ୍ରହଣ କରିଛନ୍ତିପିତା ଭାଗିରଥୀ ଗ୍ରହାଚାର୍ଯ୍ଯ ମାତା ଲୋଭାମଣୀ ଗ୍ରହାଚାର୍ଯ୍ଯଙ୍କ କୋଳମଣ୍ଡନ କରି ସମୟକ୍ରମେ ଭଗବତୀ ମହାବିଦ୍ୟାଳୟ କୋଣାର୍କ ଏବଂ ପରେ ପୁରୀ S S C ମହାବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତିଓଡ଼ିଶା ସର୍ବପୁରାତନ ପାଲା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସର୍ବପ୍ରଥମେ ଗାୟକ ବାଚସ୍ପତି ଶ୍ରୀଯୁକ୍ତ ବନବିହାରୀ ଗ୍ରହାଚାର୍ଯ୍ଯଙ୍କୁ ଆପଣାର ଆରାଧ୍ୟ ଗୁରୁଭାବରେ ଗ୍ରହଣ କରି ନିଜର ପାଲା ଶିକ୍ଷା ଗ୍ରହଣ କରି ପାଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେତା ୦୧-୦୬-୨୦୦୦ ରିଖ ଠାରୁ ପାଲା ପରିବେଷଣ କରି ନିଜର ସ୍ଵତନ୍ତ୍ର ସ୍ଥିତି ପ୍ରତିଷ୍ଠା କରିପାରିଛନ୍ତିଜଣେ ଯୁବଗାୟକ ଭାବରେ ଏଯାବତ ଓଡ଼ିଶା ବହୁଅନୁଷ୍ଠାନରେ ପାଲା ପରିବେଷଣ କରି ଦର୍ଶକମାନଙ୍କ ପାଖରେ ବେଶ୍ ଆଦରଲାଭ ପାଇଛନ୍ତି

ନିଜରସ୍ଵତନ୍ତ୍ରପରିଚୟସୃଷ୍ଟିକରିବାରେଶ୍ରୀଯୁକ୍ତଗ୍ରହାଚାର୍ଯ୍ଯନିଶ୍ଚୟଧୁରୀଣବ୍ୟକ୍ତିତ୍ଵଅଟନ୍ତିସାରସ୍ଵତସାଧନାରେବ୍ରତୀରହିନିଜରପାଲାପରିବେଷଣରେସମସ୍ତଙ୍କୁଖୁସିକରିବାସହିତମାନସିକଶାନ୍ତିପ୍ରାପ୍ତହୋଇଥାନ୍ତିବହୁଘାତପ୍ରତିଘାତରେପାଲାଜୀବନରେସମୟଅତିବାହିତକଲେହେଁନିଜରସାଧନାଅଧ୍ୟବସାୟଉଦ୍ୟମରେଓଡ଼ିଶାରବହୁଅନୁଷ୍ଠାନପକ୍ଷରୁପୁରସ୍କୃତସମ୍ବର୍ଦ୍ଧିତହୋଇଛନ୍ତିଏତାଦୃଶକୃତବିଦ୍ଯଯୁବଗାୟକଶ୍ରୀଯୁକ୍ତଶରତକୁମାରଗ୍ରହାଚାର୍ଯ୍ଯସମସ୍ତଙ୍କପାଇଁଉଦାହରଣପାତ୍ରହୋଇପାରିଛନ୍ତି

ଭାଗସଂଖ୍ୟା : 23

ବି.ଦ୍ର: -ମନୋରଂଜନପୃଷ୍ଠାରେଆପଣଙ୍କସଂପର୍କରେଲେଖାପ୍ରକାଶିତହେବାକୁଚାହୁଁଥିଲେଅପରାହ୍ନ୫ଟାରୁ୬ଟାମଧ୍ୟରେ୯୪୩୭୨୭୭୨୫୯ନମ୍ବରରେଯୋଗାଯୋଗକରନ୍ତୁହ୍ୱାଟସଅପରେଓଡିଆରେଲେଖାଟିପଠାଇପାରିବେଏଥିସହପାଲାକାରବନ୍ଧୁ,ପାଲାମଂଚରକର୍ମକର୍ତ୍ତାମାନେଏହାକୁଲାଇକ,ସବସ୍କ୍ରାଇବକରିବାକୁଭୁଲନ୍ତୁନାହିଁ