BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

କରୋନାରେ ଦେଶରେ ଗତ ୨୪ ଘଂଟାରେ ୬୧,୮୭୧ ନୂଆ ମାମଲା, ୧୦୩୩ ଜଣଙ୍କର ମୃତ୍ୟୁ

FMODIA.IN 18-10-2020
In the last 24 hours, 71,878 new cases and 1,033 deaths have been reported in India

ନୂଆଦିଲ୍ଲୀ, ୧୮ ଅକ୍ଟୋବର: ଦେଶରେ ଗତ ୨୪ଘଂଟା ମଧ୍ୟରେ ୬୧,୮୭୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୧୦୩୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୯୪,୫୫୨ ରେ ପହଂଚିଛି ।

ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୮୩,୩୧୧ ଥିବା ବେଳେ ବର୍ତମାନ ସୁଦ୍ଧା ୧,୧୪,୦୩୧ଜଣ ମୃତ୍ୟୁ ବରଣ କରିଛନ୍ତି ।