BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଭୂକମ୍ଫରେ ଥରିଲା ଋୁଷର କୁରିଲ ଦ୍ୱୀପ, ତୀବ୍ରତା ୭.୫

FMODIA.IN 25-03-2020

ମସ୍କୋ, ମାର୍ଚ୍ଚ୨୫ : ରୁଷର କୁରିଲ ଦ୍ୱୀପରେ ବୁଧବାର ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ରେକର୍ଡ କରାଯାଇଛି ।

ଆମେରିକୀ ଭୂ ସର୍ବେକ୍ଷଣ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ କୁରିଲ ଦ୍ୱୀପ ୫୬.୭ କିଲୋମିଟର ଗଭୀର ଥିଲା । ବୁଧବାର ପ୍ରାତଃ ୨ଟା ୪୯ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ପରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ନାହିଁ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in