BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ବିଶ୍ୱରେ କରୋନାରେ ୪ କୋଟି ୫୩ ଲକ୍ଷ ୧୨ ହଜାର ୬୯୨ ଜଣ ଲୋକ ସଂକ୍ରମିତ

FMODIA.IN 30-10-2020
Global coronavirus cases reached  4,53,12,062

ନୂଆଦିଲ୍ଲୀ, 30 ଅକ୍ଟୋବର ୩୦ ବିଶ୍ୱରେ କରୋନାରେ ୪ କୋଟି ୫୩ ଲକ୍ଷ ୧୨ ହଜାର ୬୯୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷ ୮୫ ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ୩ କୋଟି ୨୯ ଲକ୍ଷ ୮୫ ହଜାର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୧୧ ଲକ୍ଷ ୪୧ ହଜାର ୪୩୬ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୨ ହଜାର ୨୩୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।