BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

‘ନିଜରଜଣା ନାହିଁ, ଅନ୍ୟର ଜୀବନର ଗାରେଂଟି କିପରି ନେଇ ପାରିବି’? – ଇମରାନ

FMODIA.IN 30-10-2019
Imran Khan statement

ଖାନଇସଲାମାବାଦ,30 ଅକ୍ଟୋବର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀନବାଜ ଶରୀଫଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାର ଖବର ମଧ୍ୟରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବଡ ବକ୍ତବ୍ୟ ସାମନାକୁ ଆସିଛି । ଇମରାନ ଖାନକହିଛନ୍ତି ଯେ ସେ କାହାରି ସ୍ୱାସ୍ଥ୍ୟାବସ୍ଥାର ଗାରେଂଟି ନେଇ ପାରିବେ ନାହିଁ । ଇସଲାମାବାଦ ହାଇକୋର୍ଟରନିର୍ଦେଶ ପରିପ୍ରେକ୍ଷୀରେ ସେ ଏହା କହିଛନ୍ତି । ଉଲ୍ଲେଖନୀୟଯେ ଇସଲାମାବାଦ ହାଇକୋର୍ଟ କହିଥିଲା ଯେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜଶରିଫଙ୍କ ସ୍ୱାସ୍ଥ୍ୟବସ୍ଥାର ଦାୟିତ୍ୱ ନିଅନ୍ତୁ । ଏହାଉପରେ ପ୍ରତିକ୍ରିୟା ପ୍ରକାଶ କରି ଇମରାନ ଖାନ କହିଛନ୍ତି ଯେ ନିଜର ଜଣା ନାହିଁ, ଅନ୍ୟର ଜୀବନରଗାରେଂଟି କିପରି ନେଇ ପାରିବି?

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in