BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

କରୋନା ଭାଇରସର ମୁକାବିଲା ପାଇଁ ଚୀନକୁ ସହାୟତା ପାଇଁ ପ୍ରସ୍ତାବ ଦେଲା ଭାରତ

FMODIA.IN 09-02-2020
India wants to help china on corona virus treatment

ନୂଆଦିଲ୍ଳୀ, ୯ ଫେବୃୟାରୀ - କରୋନା ଭାଇରସର ମୁକାବିଲା କରିବା ପାଇଁ ଚୀନକୁ ସହାୟତା ପାଇଁ ପ୍ରସ୍ତାବ ଦେଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ରାଷ୍ଟ୍ରପତି ସି. ଚିନପିନଙ୍କୁ ଏକ ପତ୍ରଲେଖି ଏହି ପ୍ରସ୍ତାବ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ ପ୍ରକୋପରେ ଅନେକ ଲୋଙ୍କର ମୃତୁ୍ୟକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପତ୍ରରେ ଚୀନରୁ ଭାରତୀୟ ମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ସହଯୋଗ ପାଇଁ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି । କରୋନା ଭାଇରସ ମୁକାବିଲା ପାଇଁ ଭାରତ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ ଏହି ପତ୍ରରେ ପ୍ରସ୍ତାବ ଦେଇଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in