BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ପାକିସ୍ତାନର ପୁଣି ଥରେ ଏଲ୍‌ଓସିରେ ଅସ୍ତ୍ରବିରତିର ଉଲ୍ଲଂଘନ

FMODIA.IN 15-02-2020
Pakistan violates cease-fire again

ନୂଆଦିଲ୍ଲୀ, 15 ଫେବୃଆରୀ ପାକିସ୍ତାନ ପୁଣି ଥରେ ଏଲଓସିରେ ପୁଣି ଥରେ ଅସ୍ତ୍ର ବିରତିର ଉଲ୍ଲଂଘନ କରିଛି । ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚ୍ ଜିଲ୍ଲାର ଶାହାପୁର ଓ କେରନି ଅଞ୍ଚଳରେ ଥିବା ଭାରତୀୟ ସେନା ପୋଷ୍ଟ ସମେତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଉପରେ ପ୍ରବଳ ଗୁଳି ବର୍ଷଣ କରିଛି ।

ଏଥିରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ୪ ଜଣ ସାଧାରଣ ନାଗରିକଙ୍କୁ ସଙ୍ଗେସଙ୍ଗେ ନିକଟବର୍ତ୍ତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in