BIG NEWS
ଦେବଗଡ଼ : ଇଣ୍ଡିଆନ ଅଏଲ କର୍ମଚାରୀଙ୍କ ପକ୍ଷରୁ ବିସ୍କୁଟ,ଚା,ପାଣିବୋତଲ ଓ କ୍ୟାପ ପ୍ରଦାନ
Breaking News

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ପର୍ତୁଗାଲର ରାଷ୍ଟ୍ରପତି ରେବେଲୋ ଡିସୁଜା

FMODIA.IN 14-02-2020
Portugal president to meet Modi

ନୂଆଦିଲ୍ଲୀ, 14 ଫେବୃଆରୀ ଆଜି ନୂଆଦିଲ୍ଲୀ ଠାରେ ପର୍ତୁଗାଲର ରାଷ୍ଟ୍ରପତି ରେବେଲୋ ଡିସୁଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟି ଆଲୋଚନା କରିବେ । ସେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ ବୋଲି ଜଣା ପଡିଛି ।

ଭାରତ ଯାତ୍ରାରେ ଆସିଥିବା ପର୍ତୁଗାଲର ରାଷ୍ଟ୍ରପତି ରେବେଲୋ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in