BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯାଜପୁରରେ ଲକ ଡ଼ାଉନ, ନିୟମ ଭାଙ୍ଗିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

FMODIA.IN 25-03-2020
In Jajpur lock down, action will be taken if the rules are broken

ସ୍ନେହାଂଶୁ ଶେଖର ମହାନ୍ତି / ବରୀ

(FMODIA.IN) - ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଇ ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ରଙ୍କ ସମେତ ସମସ୍ତ ଥାନା କର୍ମଚାରୀ ମାନେ ଆସି ବରୀ ବଜାରରେ ପହଞ୍ଚି ଲୋକକୁ ବୁଝାଇ ଥିଲେ । ଆମେ ଯଦି ରାଜ୍ୟ ସରକାର କରିଥିବା ଲକ ଡାଉନ ମାନିବା ଆମର କଣ କଣ ସୁବିଧା ମିଳିବ ଏବଂ ଅଯଥାରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଆଇନ କୁ ଉଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରୀ ଥାନା ଅଧିକାରୀ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in