BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଘରୋଇ ନର୍ସିଂହୋମରେ କରୋନା ଚିକିତ୍ସା ମନା

FMODIA.IN 26-03-2020
No Corona treatment  Privet Hospital

କେନ୍ଦ୍ରାପଡ଼ା, 26 ମାର୍ଚ୍ଚ : କେନ୍ଦ୍ରାପଡା ଜିଲ୍ଲାରେ ଥିବା ସମସ୍ତ ଘରୋଇ ନର୍ସିଂହୋମ ଗୁଡିକ କରୋନା ରୋଗୀଙ୍କୁ ଆଦୈା ଚିକିତ୍ସାକରିପାରିବେ ନାହିଁ ବୋଲି ନିଦେ୍ର୍ଧଶ ଜାରି କରାଯାଇଛି । ଏହା ସହ ବର୍ତମାନର ପରିସ୍ଥିତିରେ ଘରୋଇ ଚିକିତ୍ସାଳୟ ଗୁଡିକରେ ଥିବା ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତର ମାନେ ଆବଶ୍ୟକ ପଡିଲେ ସରକାରୀ ଚିକିତ୍ସାଳୟରେ ସ୍ୱଚ୍ଛାସେବୀ ଭାବେ କାର୍ଯ୍ୟ କରିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଥିବା ସମସ୍ତ ନର୍ସିଂହୋମ ମାନଙ୍କର ମାଲିକ ମାନେ ଯୋଗଦେଇ ସେମାନଙ୍କ ପାଖରେ କାମ କରୁଥିବା ଡାକ୍ତର ଓ ଷ୍ଟାପ ମାନଙ୍କର ତାଲିକା ପ୍ରଦାନ କରିଛନ୍ତି । ଅତି ଆବଶ୍ୟକ ପଡିଲେ ଏହି କର୍ମଚାରୀ ମାନଙ୍କୁ କରୋନା ଚିକିସା କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜଣା ପଡିଛି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in