BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ପ୍ରଶାସନ ଆଖି ଆଗରେ ମାଛ, ମାଂସ ଓ ସଉଦା କିଣିବା ପାଇଁ ଅସମ୍ଭବ ଭିଡ

FMODIA.IN 26-03-2020

କେନ୍ଦ୍ରାପଡ଼ା, 26 ମାର୍ଚ୍ଚ : ସାମାଜିକ ଦୂରତ୍ୱ ବଜାୟ ରଖିବା ଦ୍ୱାରା କରୋନା ଭାଇରସ ର ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ ବୋଲି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବାରମ୍ବାର ପ୍ରଚାର କରୁଥିବା ବେଳେ ଏହାକୁ କେତେକ ବ୍ୟକ୍ତି ଗୁରୁତ୍ୱର ଦେଇ ବିଭ୍ରାଟ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ବ୍ୟକ୍ତିମାନେ ଥାନା ପାଖରେ ଥିବା ମାଛ, ମାଂସ, ଗ୍ରୋସରୀ ଦୋକାନ ଓ ପରିବା ଦୋକାନ ମାନଙ୍କରେ ଅସମ୍ଭବ ଭିଡ ଜମାଇ ଜୋର ଜବରଦସ୍ତ ଧସେଇ ପଶିବା ସହ ସାମାଜିକ ଦୂରତ୍ୱକୁ ଉଲଙ୍ଘନ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବ୍ୟବସାୟୀ ମାନଙ୍କୁ କଡା ତାଗିଦା କରାଯାଇ ଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ଅଧିକ କଠୋର ହେବାକୁ ଜନ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in