ଲକ ଡାଉନ ଅବମାନନା କରିବାରୁ ଘସିପୁରା ପୋଲିସ ୨୮ ବାଇକ ଜବତ କଲା

FMODIA.IN 28-03-2020

କେନ୍ଦୁଝର, ୨୮ ମାର୍ଚ : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ ଡାଉନ ଘୋଷଣା କରିଥିବା ବେଳେ ଏହାକୁ ଅବମାନନା କରିବା କାରଣରୁ ଘସିପୁରା ପୋଲିସ ୨୮ଟି ବାଇକ ଜବତ କରିଛି । ଘସିପୁରା ପୋଲିସ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । କୌଣସି ସଠିକ କାମ ନ ଥାଇ ଲୋକ ମାନେ ଘରୁ ନ ବାହାରିବାକୁ ପୋଲିସ ପକ୍ଷରୁ ଅପିଲ କରା ଯିବା ସହ ଦାୟିତ୍ୱସମ୍ପନ୍ନ ଭାବେ କାମ କରିବାକୁ ପୋଲିସ ଅନୁରୋଧ କରିଛି ।